Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ରାଜନୀତି
ବରିଷ୍ଠ ବିଜେଡି ନେତା ବିଜୟଶ୍ରୀ ରାଉତରାୟଙ୍କର ପରଲୋକ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୨-୦୬-୨୦୨୧
ବରିଷ୍ଠ ବିଜେଡି ନେତା ଓ ଓଡିଶା ର ପୂର୍ବତନ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଆଜି ସନ୍ଧ୍ୟାରେ, କରୋନା ରେ ବିୟୋଗ ଘଟିଛି । ଶ୍ରୀଯୁକ୍ତ ରାଉତରାୟ ୬ ଥର ଏମ୍. ଏଲ୍. ଏ ପଦ ପ୍ରାପ୍ତ କରିଥିଲେ। ସେ କିଛି ଦିନ ହେବ ଭୁବନେଶ୍ବରର ଏକ!-->!-->!-->!-->!-->…
ମିଶନ କମିଶନର ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନ,ମନ୍ତ୍ରୀ ଦାୟିତ୍ୱରେ ଟୁକୁନି ସାହୁ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜଦ ସରକାରକୁ ମିଶନ ଶକ୍ତି ସଫଳତା ଆଣି ଦେବ ଏଥିରେ ଦ୍ବିମତ ନାହିଁ।
ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର
ତା-୦୨-୦୬-୨୦୨୧
ବଦଳୁଛି ‘ମିଶନ ଶକ୍ତି’ ବିଭାଗ।ଆସୁଛି ସଂସ୍କାର। ମିଶନ ଶକ୍ତି ବିଭାଗ ଗତକାଲି ଠାରୁ ମହିଳା ଓ ଶିଶୁ କଲ୍ୟାଣ!-->!-->!-->!-->!-->!-->!-->…
ୟସ ସମୀକ୍ଷା କଲେ ବଡଚଣା ବିଧାୟକ।
ଏସଡିଓଙ୍କୁ ବିଦ୍ଯୁତ ଦେବା ପାଇଁ ତାଗିଦ।
ଅଷ୍ଟିନ୍ ନ୍ଯୁଜ/ ବଡଚଣା
ତା-୨୭-୦୫-୨୦୨୧
ଗତକାଲି ଓଡିଶାରେ ୟସ ବାତ୍ଯାର ପ୍ରଭାବ ଦେଖିବାକୁ ମିଳିଥିଲା, ଆଜି ସକାଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ବାତ୍ଯା ର ସମୀକ୍ଷା କରୁଥିବା ବେଳେ,
!-->!-->!-->!-->!-->!-->!-->!-->!-->!-->!-->!-->!-->…
ପ୍ରଶାସକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନବୀନଙ୍କ ଧନ୍ଯବାଦ।
ବାତ୍ଯା ପ୍ରଭାବିତ ଲୋକଙ୍କୁ ସାତଦିନ ପର୍ଯ୍ୟନ୍ତ ରିଲିଫ;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୬-୦୫-୨୦୨୧
ୟସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି।
ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ!-->!-->!-->!-->!-->!-->!-->!-->!-->…
ମୟୁରଭଞ୍ଜରେ ଅକ୍ସିଜେନ ପ୍ଲାଣ୍ଟ;ବବିଙ୍କ ନିଷ୍ପତ୍ତି!
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ତା-୨୫-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
ଆଜି ସକାଳେ ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ଏକ ପ୍ରେସ ରିଲିଜ ମାଧ୍ୟମରେ ମୟୂରଭଞ୍ଜର ବିଜେପି ନେତା ଓ ବାଲେଶ୍ଵର ଏମ.ପି ଙ୍କର ମୟୂରଭଞ୍ଜ ଆଦିବାସୀ ଜିଲ୍ଲାକୁ ଅଣଦେଖା କରିବା ଅତ୍ୟନ୍ତ ଦୁଃଖଦ!-->!-->!-->!-->!-->!-->!-->!-->!-->…
ମୟୂରଭଞ୍ଜ ସଂଗଠନରେ ବବି ବ୍ୟସ୍ତ!
ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ ବ୍ୟଥାର କାରଣ,ବିଶେଷ କରି ମୟୂରଭଞ୍ଜ ସଂଗଠନରେ ବ୍ୟତିକ୍ରମ....
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୧-୦୫-୨୦୨୧
ଦିନକୁ ଦିନ ମଜବୁତ ହେଉଛି ବିଜଦ ସଂଗଠନ,ହେଲେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡିଶାରେ ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ!-->!-->!-->!-->!-->!-->!-->…
ବସନ୍ତରାଜର ଆତ୍ମସମର୍ପଣ ପରେ କୋର୍ଟ ଚାଲାଣ।
ତଳକୋର୍ଟରେ ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦେଲେ କୋର୍ଟ।
ଅଷ୍ଟିନ୍ ନ୍ଯୁଜ/ ଯାଜପୁର
ତା-୨୦-୦୫-୨୦୨୧
ବହୁଚର୍ଚ୍ଚିତ ବାଲିଚନ୍ଦ୍ରପୁର ପୋଲିସ ଗାଡି ପୋଡି ଘଟଣାରେ ନୂଆମୋଡ।ଗାଡି ପୋଡି ଘଟଣାର ୭୫ ଦିନ ପରେ ଏବଂ ଆଇନ ସହ ଖେଳିବାର ସବୁତକ ବାଟ ବନ୍ଦ ପରେ,!-->!-->!-->!-->!-->!-->!-->…
ନବୀନଙ୍କ ମାଷ୍ଟର ପ୍ଲାନ ମଇ ୨୪ରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ!
ଆସନ୍ତା ମଇ ୨୪ରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ।
ଅଷ୍ଟିନ୍ ନ୍ୟୁଜ୍ /ଭୁବନେଶ୍ୱର
ତା-୧୭-୦୫-୨୦୨୧
ବାଚସ୍ପତିଙ୍କ ଅଧକ୍ଷତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ!-->!-->!-->!-->!-->!-->!-->…
