News portal website
before header
[URIS id=5393]

ମୟୂରଭଞ୍ଜ ସଂଗଠନରେ ବବି ବ୍ୟସ୍ତ!

0 490

ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ ବ୍ୟଥାର କାରଣ,ବିଶେଷ କରି ମୟୂରଭଞ୍ଜ ସଂଗଠନରେ ବ୍ୟତିକ୍ରମ….

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର

ତା-୨୧-୦୫-୨୦୨୧

ଦିନକୁ ଦିନ ମଜବୁତ ହେଉଛି ବିଜଦ ସଂଗଠନ,ହେଲେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡିଶାରେ ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ ବ୍ୟଥାର କାରଣ,ବିଶେଷ କରି ମୟୂରଭଞ୍ଜ ସଂଗଠନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବା ବେଳେ, ଜିଲ୍ଲାର ଦାୟିତ୍ୱ ରାଜ୍ଯ ସାଂଗଠନିକ ସମ୍ପାଦକ, ଶକ୍ତିଶାଳୀ ଯାଜପୁର ବିଧାୟକ ତଥା ଅଶୋକ ନନ୍ଦନ ପ୍ରଣବ ପ୍ରକାଶ ଦାସ।

ମହାମାରୀ କରୋନା ସମୟରେ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚି ପାରି ହେଉନଥିବାରୁ ଭର୍ଚୁଆଲ ବୈଠକ ମାଧ୍ୟମରେ ପର୍ଯ୍ୟାୟକ୍ରମେ ଯୋଡି ହେଉଛନ୍ତି ଅଶୋକ ନନ୍ଦନ।

ଆଜି ଥିଲା, ମୟୂରଭଞ୍ଜ-୨ ର ଦ୍ବିତୀୟ ସଂଗଠନ ବୈଠକ ଭର୍ଚୁଆଲ ମାଧ୍ୟମରେ।ବିଜୁ ଯୁବ ଜନତା ଦଳ, ମୟୁରଭଞ୍ଜ-୨ ସାଙ୍ଗଠନିକ ଜିଲ୍ଲା ତରଫରୁ ଭର୍ଚୁଆଲ ମାଧ୍ୟମରେ କୋଭିଡ-୧୯ ପରିଚାଳନା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଇ ମହାମାରୀ ସମୟରେ ଅସହାୟଙ୍କ ସେବା ଜାରି ରଖିଛି ବିଜୁ ଯୁବ ଜନତା ଦଳ ବୋଲି ସୂଚନା ମିଳୁଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.