News portal website
before header
Browsing Category

ରାଜନୀତି

ଦୁର୍ନୀତି ସପ୍ତାହ ପାଳନ;ନବୀନଙ୍କ ବାର୍ତ୍ତା!

ଅଷ୍ଟିନ୍ ନ୍ୟୁଜ/ଭୁବନେଶ୍ୱର ତାରିଖ-୨୬-୧୦-୨୦୨୧ ଚଳିତ ବର୍ଷ ୨୦୨୧ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା। …

ଉଦଳାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା।

ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ ତା-୨୫-୧୦-୨୦୨୧ ମୟୂରଭଞ୍ଜ ବିଜେପି ଦଳ ତରଫରୁ ୧୨ଘଣ୍ଟିଆ ବନ୍ଦର ପ୍ରଭାବ ଉଦଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଅଛି । ବିଜେପି ଦଳ ୧୬ ଦଫା ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଅଛି।ଆଜି ଉଦଳା ବିଜେପି ଦଳର ବିଧାୟକ ଭାସ୍କର ମଢେଇଙ୍କ ଆହ୍ୱାନରେ…

ଶପଥ ନେଲେ ପିପିଲି ବିଧାୟକ-ରୁଦ୍ର ମହାରଥୀ!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୦୫-୧୦-୨୦୨୧ ବିଧାନସଭାରେ ଶପଥ ନେଲେ, ପିପିଲି ବିଧାୟକ-ରୁଦ୍ର ପ୍ରତାପ ମହାରଥୀ। ବର୍ଷେ ତଳେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇ ଥିଲେ, ଦିବଂଗତ ବିଧାୟକ-ପ୍ରଦୀପ ମହାରଥୀ। ଗତ ସେପ୍ଟେମ୍ବର ତିରିଶରେ ଉପ-ନିର୍ବାଚନ ସରିଥିବା…

ମାର୍ଚ୍ଚ ୫ ପୂର୍ବରୁ ସରିବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୦୫-୧୦-୨୦୨୧ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ଆଭାସ ଆସୁଛି।ସରକାରୀ ପ୍ରସ୍ତୁତ ଅନୁଯାୟୀ ଆଗାମୀ ୮ ତାରିଖରେ…

ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ସଭା!

ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ ତା-୦୪-୧୦-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଦିନକୁ ଦିନ କପ୍ତିପଦା ଉପଖଣ୍ଡରେ ସଭାସମିତି , ସଚେତନତା,ରକ୍ତଦାନ ବୃକ୍ଷରୋପଣ ଓ ବିଭିନ୍ନ ରାଜନୈତିକ କାର୍ଯ୍ୟ କରାଯାଇଛି । ବିଜୁଜନତା ଦଳର ଛାତ୍ରଛାତ୍ରୀ ,ଯୁବ ,ମହିଳା , ନୂଆପୁରୁଣା ମୁହଁ ସବୁ ଦଳର…

ଉଦଳାରେ ବିଜେଡି ଓ କଂଗ୍ରେସ ତରଫରୁ ଅକ୍ଟୋବର ୨ ପାଳିତ!

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୦୨-୧୦- ୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଉଦଳା ବିଜେଡି ଦଳର କାର୍ଯ୍ୟାଳୟ ପରିସରରେ ଆଜି ଭାରତର ଦୁଇଜଣ ମହାନ ଜନନାୟକଙ୍କର ଜୟନ୍ତୀ ପାଳନ କରାଯାଇଛି । ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର…

ହେମନ୍ତ ସୋରେନଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ମାନ୍ୟତା ଦେଇଥିବା ବେଳେ ଏହାକୁ ପୁଣି ହଟାଇବାକୁ ନେଇ ପ୍ରତିବାଦ ଜାରି ରହିଛି । ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି ।  ଏହାରି ମଧ୍ୟରେ…

କଂଗ୍ରେସ ଦଳ ମୁରବୀଶୂନ୍ୟ : କପିଲ ଶିବଲ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୯-୦୯-୨୦୨୧ କଂଗ୍ରେସ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ତଥାକଥିତ ଜି-23 ଦଳର ନେତା କପିଲ ଶିବଲଙ୍କ ବିସ୍ଫୋରକ ବୟାନ। ଶିବଲ କହିଛନ୍ତି ଯେ, କଂଗ୍ରେସରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ଦଳ ଭିତରେ ଆଲୋଚନା…