News portal website
before header
[URIS id=5393]

ମମିତା ମେହେର ଗଣଦୁଷ୍କର୍ମ ଓ ହତ୍ଯା ଘଟଣାରେ;ମାଓପୋଷ୍ଟର!

0 312

ଅଷ୍ଟିନ୍ ନ୍ୟୁଜ/ଭୁବନେଶ୍ବର

Notice

ତା-୨୬-୧୦-୨୦୨୧

କୁମୁଡାବାଲି ବ୍ରିଜ ନିକଟରେ ମାଓପୋଷ୍ଟର।ମମିତା ମେହେର ଗଣଦୁଷ୍କର୍ମ ଓ ହତ୍ଯା ଘଟଣାରେ ଚୁପ ଥିବା ସରକାର ପଦକ୍ଷେପ ନ ନଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବ ମାଓବାଦୀ ସଂଗଠନ।

ଏନେଇ କୁମୁଡାବାଲି ବ୍ରିଜ ନିକଟରେ ମରାଯାଇଛି ମାଓପୋଷ୍ଟର।

Leave A Reply

Your email address will not be published.