ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ; ଦେଖାଦେବ ରକ୍ତିମ ରଙ୍ଗର ପୂର୍ଣ୍ଣଚନ୍ଦ୍ର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ହେବାକୁ ଯାଉଛି। ଏହା ବ୍ୟତୀତ ଲୋକମାନେ ଆଜି ଲାଲ୍ ରଙ୍ଗରେ ପୂର୍ଣ୍ଣଚନ୍ଦ୍ର ଦେଖିବାକୁ ସୁଯୋଗ ପାଇବେ। ଏହି ଚନ୍ଦ୍ରଗ୍ରହଣ ଓ ପୂର୍ଣ୍ଣଚନ୍ଦ୍ରର ଏକ ନିଆରା ମିଶ୍ରଣ। ସୁପରମୁନ୍ ସମୟରେ ଚନ୍ଦ୍ର!-->!-->!-->!-->!-->…
