News portal website
before header

ଜଳପ୍ରପାତକୁ ଡେଇଁ ପଡ଼ିଲେ ପ୍ରେମୀଯୁଗଳ !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଜଳପ୍ରପାତକୁ ଡେଇଁ ପଡ଼ିଲେ ପ୍ରେମୀଯୁଗଳ । ଆଜି ସକାଳୁ ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ । ଜଳପ୍ରପାତ ନିକଟରେ ଗୋଟିଏ ବାଇକ୍‌, ପୋଷାକପତ୍ର ଓ ଘଣ୍ଟା ଅଛି। ସେମାନେ ଏସବୁ…

ବାତ୍ୟାର ନାଁ ‘ ଗୁଲାବ ‘ କାହିଁକି ?

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଓଡ଼ିଶାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭୟଙ୍କର ବାତ୍ୟା ଆସିଛି। ସେ ଫାଇଲିନ ହେଉ କିମ୍ବା ତିତଲି, ଅମ୍ପନ ଅବା ୟାସ୍। ରାଜ୍ୟବାସୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ଆଉ ଏକ ବାତ୍ୟା " ଗୁଲାବ "…

ବାତ୍ୟା ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍, ନମ୍ବର ହେଉଛି ୦୬୭୪- ୨୩୯୩୯୫୮

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସେହିପରି ଏସ୍ଆରସି ମଧ୍ୟ ଲଗାତାର ଅପଡେଟ ଦେଉଛନ୍ତି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।…

ବଡ ଧରଣର ଅଘଟଣ : ମଝି ନଦୀରେ ଡଙ୍ଗା ଓଲଟି ୨୨ ନିଖୋଜ, ୬ ଜଣଙ୍କର ମୃତଦେହ ଉଦ୍ଧାର

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ବିହାରରେ ଘଟିଛି ଏକ ବଡ଼ ଧରଣର ଅଘଟଣ। ଡଙ୍ଗା ଓଲଟି ୨୨ ନିଖୋଜ ୬ ଜଣଙ୍କ ମୃତ ଦେହ ଉଦ୍ଧାର। ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ପୂର୍ବ ଚମ୍ପାରଣରେ । ମୋତିହାରୀର ଶିକାରଗଞ୍ଜ ଥାନା ଅନ୍ତର୍ଗତ ଗୋଢିୟାରେ ସିକରହନା…

ବାତ୍ୟା ‘ଗୁଲାବ’ ର ପ୍ରଭାବ : ଗଜପତି ଗୁମ୍ମାରେ ଧସିଲା ମାଟି ଅତଡ଼ା

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା 'ଗୁଲାବ' । ଏବେଠୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାରେ ବର୍ଷା ଲାଗି ରହିଛି । ଗୁଲାବର ପ୍ରଭାବରେ ଗୁମ୍ମା ବ୍ଲକ ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସି ରାସ୍ତା…

ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଦାବି କଲେ ମୁଖ୍ୟମନ୍ତ୍ରୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମାଓ ପ୍ରଭାବିତ ରାଜ୍ୟର ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ପ୍ରମୁଖ ପ୍ରସ୍ତାବ ଗୁଡିକ ମଧ୍ୟରେ ରହିଛି -…

ଦିଲ୍ଲୀରୁ ବାତ୍ୟା ‘ଗୁଲାବ’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଅପରାହ୍ଣ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତରେ ଥାଇ ମଧ୍ୟ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା…

ବାତ୍ୟା ପାଇଁ ଆସନ୍ତା କାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ଗୁଲାବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଆସନ୍ତାକାଲି ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ…

ଭିଜିଲାନ୍ସ ପଞ୍ଝାରେ ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଭିଜିଲାନ୍ସ ଜାଲରେ ଥାନା ବାବୁ। ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାର ଗୋପରେ । ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ ପଡିଛନ୍ତି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ। ଜମିବାଡି ଵିଵାଦର ସମାଧାନ ପାଇଁ ୨ହଜାର ଟଙ୍କା ଲାଞ୍ଚ…

ରାତି ୯ଟାରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ବାତ୍ୟା ଗୁଲାବ୍‌ ପ୍ରଭାବରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି ଜିଲ୍ଲା । ସମ୍ଭବତଃ ରାତି ୯ଟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ରବିବାର ମଧ୍ୟାହ୍ଣ ପରେ ଓଡ଼ିଶାରେ…