News portal website
before header

ରାଜ୍ୟରେ ୧୪ ଦିନ ଲକଡାଉନ;ମୁଖ୍ଯ ଶାସନ ସଚିବ।

ଶନିବାର ଓ ରବିବାର ସଟଡାଉନ ବଳବତ୍ତର ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱର ତା-୦୨-୦୫-୨୦୨୧ ରାଜ୍ଯର ୧୪ ଦିନ ପାଇଁ ଲକଡାଉନ।ଘୋଷଣା କଲେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।ଏହି ଲକଡାଉନ ଏହି ମାସ ୫ ତାରିଖରୁ ଲାଗୁ। ମେ ମାସ ୫ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ…

ହାପି ବାର୍ଥଡେ ହିଟ୍ ମ୍ୟାନ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୧-୦୫-୨୦୨୧ ହିଟ୍ ମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିୟାନ୍ସ୍ ଦଳର ଅଧିନାୟକ, ଓ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କର ଆଜି ଶୁଭ ଜନ୍ମଦିନ। ସେ ଗତ ଶୁକ୍ରବାର ଦିନ ୩୫ ବର୍ଷ ରେ ପଦାର୍ପଣ କରିଛନ୍ତି। ତାଙ୍କ ଦଳର ସାଥୀମାନେ ରହୁଥିବା ହୋଟେଲ୍ ରେ ଜିରୋ ଆୱାର ରେ,…

ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ଅକ୍ସିମିଟର ଯୋଗାଇ ଦିଅନ୍ତୁ;AISF ଓଡ଼ିଶା।

ରାଜ୍ଯରେ ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ୍ଯ କରି ସରକାର ନେବେ କି ନିଷ୍ପତ୍ତି? ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୦୧-୦୫-୨୦୨୧ ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କରୋନା ରୋଗୀ ବନାମ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ…

ଚାକିରି ଅନିଶ୍ଚିତତାରେ ଶତକଡା ୯୫ ଭାଗ ଭାରତୀୟ।

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୦୧/୦୫/୨୦୨୧ ପ୍ରତିଷ୍ଠାନର ‘ପ୍ୟୁପିଲ ଆଟ୍ ୱାର୍କ -୨୦୨୧ ଏ ଗ୍ଲୋବାଲ ୱାର୍କ ଫୋର୍ସ ଭ୍ୟୁ ’ ରିପୋର୍ଟ ଅନୁସାରେ କୋଭିଡ-୧୯ ମହାମାରୀ ଦ୍ୱିତୀୟ ଲହର ଏବେ ଭାରତରେ କର୍ମଜୀବିଙ୍କ ମଧ୍ୟରେ ନିଯୁକ୍ତି ସୁରକ୍ଷାକୁ ନେଇ ଆତଙ୍କ ସୃଷ୍ଟି କରିଛି। ପ୍ରାୟ ୯୫…

ପରଲୋକରେ ଭେଟେରାନ ଅଭିନେତା:ବିକ୍ରମଜିତ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୧/୦୫/୨୦୨୧ କରୋନାରେ ଚାଲିଗଲେ ଆଉ ଜଣେ ଅଭିନେତା । ସିନେ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।ତାଙ୍କ ବିୟୋଗରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଶୋକ…

ଭିତରକନିକା ପର୍ଯ୍ୟଟକଙ୍କୁ ପ୍ରବେଶ ନିଷେଧ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୧/୦୫/୨୦୨୧ ଆଜିଠୁ ବନ୍ଦ ରହିବ ଭିତରକନିକା । କେନ୍ଦ୍ରପଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଭିତରକନିକା ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଛି ବନବିଭାଗ ।ଖବର ଅନୁଯାୟୀ, କୁମ୍ଭୀର…

ଆଜି ଆର୍ନ୍ତଜାତୀୟ ଶ୍ରମିକ ଦିବସ।

କଟକ/ଅଷ୍ଟିନ୍ ନ୍ୟୁଜ୍ ତା-୧-୦୫-୨୦୨୧ ଆଜି ହେଉଛି "ମେ ଡେ" ବା "ଆନ୍ତର୍ଜାତୀୟ ଶ୍ରମିକ ଦିବସ"। ଏହି ଦିବସ ର ଉତ୍ପତ୍ତି ଦିନକୁ ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ରୁ ହୋଇଥିଲ ଯାହାକୁ ପରବର୍ତ୍ତୀ ସମୟରେ ଏକ ଆନ୍ଦୋଳନ ରେ ପରିଣତ ହୋଇଥିଲା। ୧୮୮୨ ମସିହା ରେ ପ୍ରଥମ ଥର ପାଇଁ ଏହି…

“ଶ୍ରମିକ ଓ ସାମ୍ବାଦିକ “- ଡାଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ଆଲେଖ୍ୟ।

"ସାମ୍ବାଦିକ" ପୃଥିବୀର ଅନ୍ୟତମ କଷ୍ଟକର ଓ ଭୟାନକ ଚାକିରି କରୁଥିବା, ସବୁ ସାମ୍ବାଦିକଙ୍କୁ ମଇ ଦିବସର ଅଶେଷ ଶୁଭେଚ୍ଛା। ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ତା-୦୧-୦୫-୨୦୨୧ ସାରାବିଶ୍ୱରେ ମଇ ୧ତାରିଖକୁ ଅର୍ନ୍ତଜାତୀୟ ଶ୍ରମିକ ଦିବସ ମାନ୍ଯତା ମିଳିଥିବା ବେଳେ, ଦୀର୍ଘ ଦୁଇ…

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-“୩୧୧ ପଞ୍ଚାୟତ ୪୮ ଘଣ୍ଟା ସଟଡାଉନ”-ଯାଜପୁର!

ଅଷ୍ଟିନ୍ ନ୍ୟୁଜ/ଯାଜପୁର ତା-୩୦-୦୪-୨୦୨୧ ଆର ମାସ ଅର୍ଥାତ୍ ମେ ୧ ତାରିଖ ମଧ୍ଯ ରାତ୍ରରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ସଟଡାଉନ।ଏଭଳି ନିଷ୍ପତ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନେଇଛନ୍ତି। ଯାଜପୁର ଜିଲ୍ଲାପାଳ…

ଆଉ ବିକ୍ରିହେଉ ନାହିଁ ସ୍ମାର୍ଟଫୋନ;ମାନ୍ଦାବସ୍ଥାରେ କମ୍ପାନୀ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୩୦/୦୪/୨୦୨୧ ଚିନ୍ତା ରେ ସ୍ମାର୍ଟଫୋନ୍‌ କଂପାନି ଗତ ବର୍ଷ ଦେଖାଦେଇଥିବା କରୋନା ମହାମାରୀର ପ୍ରଭାବ ଚଳିତ ବର୍ଷ ପ୍ରାରମ୍ଭରେ ଅନେକାଂଶରେ ପ୍ରଶମିତ ହୋଇଯାଇଥିଲା। ଆଗକୁ ଭଲ ଦିନ ଆସୁଥିବା ବିଚାର କରି ମୋବାଇଲ୍ କଂପାନିଗୁଡ଼ିକ ବିପୁଳ ପରିମାଣର…