News portal website
before header
[URIS id=5393]

ହାପି ବାର୍ଥଡେ ହିଟ୍ ମ୍ୟାନ୍

0 240

କଟକ / ଅଷ୍ଟିନ୍ ନ୍ୟୁଜ

ତା – ୦୧-୦୫-୨୦୨୧

ହିଟ୍ ମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିୟାନ୍ସ୍ ଦଳର ଅଧିନାୟକ, ଓ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କର ଆଜି ଶୁଭ ଜନ୍ମଦିନ। ସେ ଗତ ଶୁକ୍ରବାର ଦିନ ୩୫ ବର୍ଷ ରେ ପଦାର୍ପଣ କରିଛନ୍ତି। ତାଙ୍କ ଦଳର ସାଥୀମାନେ ରହୁଥିବା ହୋଟେଲ୍ ରେ ଜିରୋ ଆୱାର ରେ, ଅଧିନାୟକ ରୋହିତ୍ ଙ୍କ ଜନ୍ମଦିନ ଧୂଆ ଧାମ୍ ର ସହ ପାଳିଛନ୍ତି।

ତାଙ୍କ ପତ୍ନୀ ରିତିକା ସଜଦେ ଙ୍କ ସହ ସେ କେକ୍ କାଟୁଥିବା ଫଟୋ ଆଜି ଟୁଇଟର ରେ ପୋଷ୍ଟ କରି ସେ ରୋହିତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଆରକେ”।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ସେହିପରି "ଏକମାତ୍ର ଅଧିନାୟକ ଭାବେ ୫ ଟି IPL ମୁକୁଟଧାରିଙ୍କୁ ଜନ୍ମଦିନର ଶୁଭେଚ୍ଛା", ବୋଲି IPL ତରଫରୁ ଟୁଇଟ କରାଯାଇଥିଲା ।

ତା ସହ ICC, ବିସିସିଆଇ, ସୁରେଶ ରୈନା, କୁଲଦୀପ ଯାଦବ, ୟୁଯଭେନ୍ଦର ଚହଲ, ହରଭଜନ ସିଂହ, ଦିନେଶ କାର୍ତିକ ମଧ୍ଯ ଟୁଇଟ କରି ତାଙ୍କୁ ଜନ୍ମଦିନର ଶୁଭ କାମନା ଜଣାଇଥିଲେ।

“ମାଷ୍ଟର୍ ଅଫ ପୁଲ ସଟ୍” ବୋଲି ସମ୍ବର୍ଦ୍ଧିତ କରି ଟୁଇଟ ମାଧ୍ୟମ ରେ ଶୁଭକାମନା ଜଣାଇଥିଲା ଆଇସିସିଆଆଇ

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

https://twitter.com/AustinNewsMedia




Leave A Reply

Your email address will not be published.