News portal website
before header
[URIS id=5393]

ରାଜ୍ୟରେ ୧୪ ଦିନ ଲକଡାଉନ;ମୁଖ୍ଯ ଶାସନ ସଚିବ।

0 341

ଶନିବାର ଓ ରବିବାର ସଟଡାଉନ ବଳବତ୍ତର

Notice

ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱର

ତା-୦୨-୦୫-୨୦୨୧

ରାଜ୍ଯର ୧୪ ଦିନ ପାଇଁ ଲକଡାଉନ।ଘୋଷଣା କଲେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।ଏହି ଲକଡାଉନ ଏହି ମାସ ୫ ତାରିଖରୁ ଲାଗୁ। ମେ ମାସ ୫ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ରାଜ୍ଯର ସମସ୍ତ ବ୍ୟବସାୟ, ଦୋକାନ ବଜାର, ସାଧାରଣ ଲୋକେ ସକାଳ ୬ଟାରୁ ୧୨ଟା ମଧ୍ଯରେ ଚଳପ୍ରଚଳ କରି ପାରିବେ।ଦିନ ୧୨ ପରେ ରୋକ ଲଗାଇଛନ୍ତି ରାଜ୍ଯ ସରକାର।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ବଢୁଥିବା ଗୋଷ୍ଠୀ ସଂକ୍ରମଣ ଏବଂ ଟ୍ରିପୁଲ ମ୍ୟୁଟାଣ୍ଟ ସଂକ୍ରମଣକୁ ଏଡାଇବା ପାଇଁ ସରକାରଙ୍କ ତରଫରୁ ପ୍ରଶାସନିକ ସ୍ତରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଲକଡାଉନ ସମୟରେ ଶନିବାର ଓ ରବିବାର ଦିନ ସମ୍ପୂର୍ଣ୍ଣ ସଟଡାଉନ ବଳବତ୍ତର ରହିବ। ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀ ମହାପାତ୍ର। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ, ଏମର୍ଜେନ୍ସି କାମରେ ରାଜ୍ଯ ବାସୀ ଚଳପ୍ରଚଳ କରି ପାରିବେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.