ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ୨୦୨୦ରେ ୟୁପିଏସସି ପରୀକ୍ଷା ଦେବା ସୁଯୋଗ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୫-୨୦୨୧
୨୦୨୦ରେ ୟୁପିଏସସି ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର । ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ପରୀକ୍ଷା ଦେବା ସୁଯୋଗ । ଏନେଇ ଆଜି ଘୋଷଣା!-->!-->!-->!-->!-->…
