କଟକ /ଅଷ୍ଟିନ୍ ନ୍ୟୁଜ

ତା-୦୭-୦୫-୨୦୨୧
କରୋନା ମହାମାରୀ ର ଏହି ସଙ୍ଗୀନ ପରିସ୍ତିତିରେ ମଧ୍ୟ ଗୋଟିଏ ଆଶ୍ୱସନା ମିଳିବା ଭାଳି ଖବର ଆସିଛି। ଏହି ବର୍ଷ ମୌସୁମୀ ଆଗୁଆ ଆସି ଓଡିଶା କୁ ଛୁଇଁବ ଓ ବର୍ଷା ର ମାତ୍ରା ମଧ୍ୟ ସ୍ୱାଭାବିକ ରହିବ ବୋଲି ବିଭିନ୍ନ ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ମାନେ ଅକଳନ କରିଛନ୍ତି।
ଏହାର ଅର୍ଥ ଏ ବର୍ଷ ମଧ୍ୟ ଠିକ୍ ସମୟରେ ଖରିଫ୍ ଚାଷ ଆରମ୍ଭ ହୋଇପାରିବ ଏବଂ ଏପରି ପାଣିପାଗ ଭାରତ ଅର୍ଥନୀତି ପାଇଁ ଖୁବ୍ ଶୁଭଦାୟକ ବୋଲି କୁହାଯାଉଛି।

ଦକ୍ଷୀଣ ପଶ୍ଚିମ ମୌସୁମି ବାୟୁ ଭାରତରେ ମେ’୩୦ ରୁ ଜୁନ ପାହିଲା ଭିତରେ କେରଳ ଚୁଡ଼ିବ ବୋଲି ଆଶା କରାଯାଉଛି। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ବା ଇଣ୍ଡିଆନ୍ ମେଟେଓରୋଲୋଜିକାଲ୍ ଡିପାର୍ଟମେଣ୍ଟ ର ବିଶେଷଜ୍ଞ ମାନେ ଚାଷୀମାନଙ୍କୁ ଚାଷ କାର୍ଯ୍ୟ ଅରମ୍ଭ କରିଦେବାକୁ ପରମର୍ଶ ଦେଇଛନ୍ତି। ମେ’ ୨୭ ସୁଦ୍ଧା ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇ ଜୁନ୍ଆ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲା ବର୍ଷା ବୋଲି ଆଇ. ଏମ୍. ଡି. ର ବୈଜ୍ଞାନିକ ମାନେ ଅକଳନ କରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
