କଟକ/ଅଷ୍ଟିନ୍ ନ୍ୟୁଜ

ତା – ୦୮-୦୫-୨୦୨୧
ସହରରେ ୨୦୧୨ ମସିହାରେ ଆରମ୍ଭ ହୋଇଥିବା ବକ୍ସ ଡ୍ରେନ୍ କାମ ଶେଷ ହବାର ନାଁ ନାହୁଁ ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟ ଟି ଦୀର୍ଘ ବର୍ଷ ଧରି ଅଧାରୁ ବନ୍ଦ ହୋଇ ପଡିଥିବାବେଳେ ଚଳିତ ବର୍ଷ ପୁଣି ଥରେ କାମ ଆରମ୍ଭ କରିବାକୁ ନେଇ ଦ୍ୱନ୍ଦ ଉପୁଜିଲାଣି।
ଏହି କାମ ପାଇଁ ଡକାଯାଇଥିବା ଟେଣ୍ଡର ରେ ସର୍ବନିମ୍ନ ବିଡ୍ ରହିଚି ୫୨୦ କୋଟି। ପୂର୍ବ ଥର ଏହା ୫ ସହ କୋଟି ଥିବା ବେଳେ ଏହାକୁ ବାତିଲ କରାଯାଇଥିଲା। ଏଠାର ୨୦ କୋଟି ଅଧିକ ଟଙ୍କା ଅନୁମୋଦନ ହେବ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

କଟକ ର ମୁଖ୍ୟ ଡ୍ରେନ୍ ଏମ୍. ଏସ୍. ଡବ୍ଲୁ – ୧ ର ରୂପ ବଦଳିବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଯାହା ଦ୍ୱାରା ସହରର ଟ୍ରାଫିକ ସମସ୍ୟା କମିବା ସହ ନର୍ଦ୍ଦମା ର ଦୁର୍ଗନ୍ଧ ରୁ ସହରବାସୀ ରକ୍ଷା ପାଇପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
