News portal website
before header
[URIS id=5393]

ଦ୍ଵିତୀୟ ଶ୍ରେଣୀର ଛାତ୍ର ଦାନ କଲେ ୧୦,୦୦୧ ଟଙ୍କା

0 356

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୦୮-୦୫-୨୦୨୧

ଦ୍ଵିତୀୟ ଶ୍ରେଣୀ ର କୁନି ପିଲାଟିଏ। ବୟସ ମାତ୍ର ୬-୭ ବର୍ଷ ହେବ। କିନ୍ତୁ କାମ କୌଣସି ସାମାଜ ସେବୀ ଙ୍କ ଠାରୁ କମ ନୁହେ। ଶୁଭ ନାମ ଆୟୁଷ ଦାସ, ଭୁବନେଶ୍ବର ଚନ୍ଦ୍ରଶେଖରପୁର୍ ଡି. ଏ. ଭି. ପବ୍ଲିକ୍ ସ୍କୁଲ୍ ରେ ପାଠ ପଢ଼ନ୍ତି। ମହାମାରୀ ର କରୁଣା ଦୃଶ୍ୟ ତାଙ୍କୁ ବୋଧ ହୁଏ ତାଙ୍କ ପିଲାଳିଆ ନିଷ୍ପାପ ମନରେ ବ୍ୟାକୁଳତା ସୃଷ୍ଠି କରିଛି। ନିଜ ପାରୁ ପର୍ଯ୍ୟନ୍ତ ଯେତିକି ସମ୍ଭବ ତାହା କରିବା ସେ ଚେଷ୍ଟା କରିଛନ୍ତି। ନିଜ ପାଣ୍ଠି ରେ ଜମା କରିଥିବା ସମସ୍ତ ଟଙ୍କା ଆଣି ଜମା କରିଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ରିଲିଫ୍ ଫଣ୍ଡ ରେ। ଆଉ ନିଜ ସହିତ ଆଣିଛନ୍ତି ମୁଖ୍ୟ ମନ୍ତ୍ରୀ ଙ୍କୁ ଭଲପାଉଥିଲା ଏକ ସନ୍ତକ। ନିଜ କୁନି କୁନି ହାତରେ ଆଣିଥିବା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଗୋଟିଏ ଛବି।


ସତରେ ଏତେ ଛୋଟ ବୟସରେ ୧୦ ହାଜର ୧ ଟଙ୍କା ଦାନ କରି ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ପରୋପକାର ଓ ସେବା ମନୋଭାବ ଦେଖି ତାଙ୍କୁ ସଲାମ୍ କରିବାକୁ ମନ ହେଉଛି। ଏତେ କମ ବୟସ ରୁ ଟଙ୍କା ମନରେ ଏପରି ମାନବବାଦୀ ଚିନ୍ତାଧାରା ଆସିଲା କେଉଁଠୁ? ଭାବିଲେ ବିସ୍ମୟକର ଲାଗୁଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]


ତେବେ ତାଙ୍କର ଏହି ନିଷ୍ଠା ପରାୟଣତାକୁ ଅଷ୍ଟିନ୍ ନ୍ୟୁଜ ସ୍ୱାଗତ୍ ଜଣାଇବା ସହ ଓଡିଶା ର ଇଷ୍ଟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଆୟୁଷ ଙ୍କ ଦୀର୍ଘାୟୁ କାମନା କରୁଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.