News portal website
before header
[URIS id=5393]

ନୂଆ ଦଲିଲ୍ ରେ ଅଧିକ ଟିକସ ଲାଗୁ ହେବ ନାହିଁ;ନବୀନ ପଟ୍ଟନାୟକ।

0 390

କରୋନାର ଭୟବହତାକୁ ଲକ୍ଷ୍ଯ ରଖି ରାଜ୍ଯ ସରକାର ରାଜସ୍ବ ବିଭାଗ ଉପରେ ଏକ ବଡ ପଦକ୍ଷେପ ନେଇଛନ୍ତି।ଏହି କରୋନା ମହାମାରୀ ସମୟରେ କୌଣସି ଜମିଜମା,ଘରଦ୍ବାର,କିମ୍ବା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି ହେଲେ ଏଥି ଲାଗି ୨୦୨୧-୨୨ ଆର୍ଥିକ ବର୍ଷର ଅଧିକ ଟିକସ ଲାଗୁହେବ ନାହିଁ।

Notice

ଏହାକୁ ନେଇ ଓଡିଶାର ମୁଖ୍ଯମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଜାରି କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ରାଜ୍ୟରେ ଜମିଜମା ତଥା ସ୍ଥାବର ସମ୍ପତ୍ତି ମୂଳ୍ୟାୟନକୁ ଅପରିବର୍ତ୍ତିତ ରଖାଯାଇଛି। ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷରେ ଯେଉଁ ଜମିବାଡ଼ି ବା ସ୍ଥାବର ସମ୍ପତ୍ତିର ବିକ୍ରି ବା ଦଲିଲ ହେବ ସେଥି ନେଇ ନୂଆ ଟିକସ ବସିବ ନାହିଁ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.