News portal website
before header
[URIS id=5393]

କେନ୍ଦ୍ରର ଟ୍ଵିଟରକୁ ଶେଷ ଚେତାବନୀ

0 165

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୫-୦୬-୨୦୨୧

କେନ୍ଦ୍ରସରକାର ଙ୍କ ଟ୍ଵିଟର କମ୍ପାନିକୁ ଏବେ ଶେଷ ଚେତାବନୀ । ଦୀର୍ଘ ଦିନ ହେବ ସୋସିଆଲ୍‌ ମିଡିଆର ପ୍ରମୁଖ ଟ୍ଵିଟର କମ୍ପାନି ସହ ଲାଗିରହିଥିବା ବିବାଦ ଉଗ୍ର ରୂପ ନେଇଛି ।

ସରକାର ଶନିବାର ଟ୍ଵିଟରକୁ ନୋଟିସ ଜାରି କରି ତୁରନ୍ତ ଆଇଟି ନିୟମ ପାଳନ କରିବାକୁ ଶେଷ ଚେତାବନୀ ଦେଇ କହିଛନ୍ତି ଯଦି ଟ୍ଵିଟର ଏହି ନିୟମ ପାଳନ ନକରେ ତେବେ ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ରହିଛି
ଭାରତୀୟ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଟ୍ଵିଟର ଚେଷ୍ଟା କରୁନି । ଯଦି ଟ୍ଵିଟର ଭାରତରେ ରହିବାକୁ ଚାହେଁ ତେବେ ତାକୁ ଦେଶର ନିୟମ କାନୁନ ପାଳନ କରିବାକୁ ହେବ

କେନ୍ଦ୍ର ସରକାର କହିଛନ୍ତି ଯେ ଭାରତର ଆଇଟି ନିୟମ ୨୬ ମଇ ୨୦୨୧ ରୁ ଜାରି ରହିଛି । ତେବେ ଟ୍ଵିଟରକୁ ଶେଷ ନୋଟିସ ଜରିଆରେ ନିୟମର ପାଳନ କରିବାକୁ ସୂଚିତ କରି ଦଆଯାଇଛି । ଯଦି ତୁରନ୍ତ ଏହା ପାଳନ କରାନଯାଏ ତେବେ ତାକୁ ଯେଉଁ ଦାୟିତ୍ୱରୁ ରିହାତି ମିଳିଛି ତାକୁ ଫେରାଇ ନିଆଯିବ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.