ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୫-୦୬-୨୦୨୧
ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ
ଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯିବ । ଅନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ।
ପାଠପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ବହୁ ଅସୁବିଧା ଭୋଗୁଛନ୍ତି।
ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠାରୁ ବ୍ୟବସ୍ଥା କରାଯିବ। ଏଭଳି ଛାତ୍ରଛାତ୍ରୀ ୧୯୨୯କୁ ଫୋନ୍ କରି ରେଜିଷ୍ଟ୍ରେସନ କରିପାରିବେ। ରେଜିଷ୍ଟ୍ରେସନ କଲା ପରେ ସେମାନଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ହେବ। ଏହା ବିଏମ୍ସି ଅକ୍ସିଜେନ କନସେନଟ୍ରେଟର ଯୋଗାଇବ ବୋଲି କମିଶନର କହିଛନ୍ତି। ଏଥିପାଇଁ ଏକ ଆପ୍ ପ୍ରସ୍ତୁତ ହେବ, ଯେଉଁମାନେ ଚାହିଁବେ ନେଇପାରିବେ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

