Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ମଧ୍ୟପ୍ରଦେଶ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପି ଆଗୁଆ ମେୟର ପଦ ଜିତି ଡେବ୍ୟୁ କଲା ଆପ୍
ମଧ୍ୟପ୍ରଦେଶ ସହରାଞ୍ଚଳ ସଂସ୍ଥା ନିର୍ବାଚନ ଫଳାଫଳ ଧୀରେ ଧୀରେ ସାମ୍ନାକୁ ଆସୁଛି। ପ୍ରଥମ ପର୍ଯ୍ୟାୟରେ ୧୧ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ମଧ୍ୟରୁ ବିଜେପି ୭, କଂଗ୍ରେସ ୩ ଓ ଆମ୍ ଆଦମୀ ପାର୍ଟି ଜିତିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା!-->…
ଦୂଷିତ ଜଳ ଯୋଗୁଁ କାଶୀପୁରରେ ବ୍ୟାପୁଛି ଝାଡ଼ାବାନ୍ତି
ରାୟଗଡ଼ା କାଶୀପୁରରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଲାଣି । ତେବେ ପରୀକ୍ଷା ପାଇଁ ଯାଇଥିବା ଜଳ ନମୁନାର ରିପୋର୍ଟରୁ ଜଣାପଡିଛି ଯେ ଦୂଷିତ ଜଳ ଯୋଗୁ ଝାଡାବାନ୍ତି ବ୍ୟାପୁଛି । ଅନ୍ୟପକ୍ଷରେ ମଳ ନମୁନାର ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ୟ ପଦକ୍ଷେପ!-->…
୮ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି
ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ରବିବାର ଦିନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି ଓ ବଲାଙ୍ଗୀର ଗଜପତି, ଗଞ୍ଜାମ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ଖୋର୍ଧା, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା!-->…
ଅଳିଆ ଗାଡ଼ିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଚାକିରୀରୁ ବିଦା ହେଲେ ସଫେଇ କର୍ମଚାରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଅଳିଆ ଗାଡ଼ିରେ ନେବା କାରଣରୁ ଚାଲିଗଲା ଚାକିରୀ। ଜଣେ ସଫେଇ କର୍ମଚାରୀ ଏହି ଦୁଇ ନେତାଙ୍କ ଫଟୋକୁ ଅଳିଆ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ। ଏହି ସମୟରେ ରାଜସ୍ଥାନର ଅଲୱାରରୁ ଆସିଥିବା କିଛି ଲୋକ ତାଙ୍କୁ!-->…
ଆଜି ଶ୍ରାବଣ ମାସ ପ୍ରଥମ ସୋମବାର; ଶୈବପୀଠରେ ଲାଗିଛି ପ୍ରବଳ ଭିଡ଼
ଦୀର୍ଘ ୨ ବର୍ଷ ପରେ ବୋଲବମ୍ ଯାତ୍ରାକୁ ମିଳିଛି ଗ୍ରୀନ୍ ସିଗନାଲ୍ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ବୋଲବମ୍ ଭକ୍ତ ଏବଂ ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ଜଳ ଲାଗି କରୁଛନ୍ତି । ଲୋକନାଥଙ୍କ ଠାରୁ ଲିଙ୍ଗରାଜ,!-->…
୨୪ ଘଣ୍ଟାରେ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪୭୭, ଲୋକାଲ କେସ୍ ୩୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଜଣ ଆକ୍ରାନ୍ତ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ!-->…
ଏଲଓସିରେ ବିସ୍ଫୋରଣ କ୍ୟାପ୍ଟେନଙ୍କ ସମେତ ୨ ଯବାନ ସହିଦ
ଏଲଓସିରେ ବଡ଼ ଧରଣର ଅଘଟଣ। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ମଧ୍ୟ!-->…
୫ଦଫା ଦାବି ପୂରଣ ନେଇ ରାଜରାସ୍ତାରେ ଚାଷୀ
ବକେୟା ବୀମା ରାଶି ଦାବିରେ ବରଗଡ଼ରେ ତାତିଲେ ଚାଷୀ।
ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ସହ, ୫ଦଫା ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ!-->!-->!-->…
ଆଜି ରାଷ୍ଟ୍ରପତି ନିର୍ବାଚନ
ଆଜି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ପାଇଁ ଆଜି ହେବାକୁ ଯାଉଛି ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍ କେନ୍ଦ୍ର କରାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା!-->…
NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡ଼ି
NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜୁ ଜନତା ଦଳ। ସୂଚନାଯୋଗ୍ୟ ଯେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ୍ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପରାଷ୍ଟ୍ରପତି!-->…
