News portal website
before header
[URIS id=5393]

୫ଦଫା ଦାବି ପୂରଣ ନେଇ ରାଜରାସ୍ତାରେ ଚାଷୀ

0 136

ବକେୟା ବୀମା ରାଶି ଦାବିରେ ବରଗଡ଼ରେ ତାତିଲେ ଚାଷୀ। 

Notice

ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ସହ, ୫ଦଫା ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରୁଛି ଚାଷୀ ସଂଗଠନ। ଏପଟେ ବନ୍ଦ ପାଳନ ଯୋଗୁଁ ଗାଡ଼ିମୋଟର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି।  ଏହି ଆନ୍ଦୋଳନ ପଦ୍ମପୁର, ଘେଁସ, ସୋହେଲା, ବିଜେପୁର, ଅମ୍ବାଭୋନାରେ ଦେଖିବାକୁ ମିଳିଛି। 

Leave A Reply

Your email address will not be published.