News portal website
before header
[URIS id=5393]

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର; ଶୈବପୀଠରେ ଲାଗିଛି ପ୍ରବଳ ଭିଡ଼

0 141

ଦୀର୍ଘ ୨ ବର୍ଷ ପରେ ବୋଲବମ୍‌ ଯାତ୍ରାକୁ ମିଳିଛି ଗ୍ରୀନ୍‌ ସିଗନାଲ୍‌ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ବୋଲବମ୍ ଭକ୍ତ ଏବଂ ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ଜଳ ଲାଗି କରୁଛନ୍ତି । ଲୋକନାଥଙ୍କ ଠାରୁ ଲିଙ୍ଗରାଜ, ଧବଳେଶ୍ୱର, କପିଳାସ, ଲଡୁବାବା , ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି । ତେବେ ଚଳିତ ଥର ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ  କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ । 

Notice
Leave A Reply

Your email address will not be published.