News portal website
before header
[URIS id=5393]

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର

0 173

ରାଜଗାଙ୍ଗପୁର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର। ଏହି ଘଟଣା ହେଉଛି କୁତ୍ରା ଥାନା ଗହୀରବାହାଲର,  ଏଠାକାର PHC ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଲାଞ୍ଚ ନେବାବେଳେ ଡାକ୍ତର ବାବୁଙ୍କୁ ଧରିଲା ଭିଜିଲାନ୍ସ। ଡାକ୍ତରଙ୍କ କ୍ଲିନିକ ସମେତ କୁତ୍ରା ବାସଭବନରେ ଭିଜିଲାନ୍ସର ଚଢ଼ାଉ କରିଛି। 

Leave A Reply

Your email address will not be published.