News portal website
before header
[URIS id=5393]

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

0 163

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୨.୭୧ ପ୍ରତିଶତ। ତେବେ ଛାତ୍ରଛାତ୍ରୀମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସୂଚନା ପାଇପାରିବେ । ଏଥର ଦ୍ୱାଦଶରେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ପରୀକ୍ଷା ଦେଇଛନ୍ତି ।cbse.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ୧୩ ଲକ୍ଷ ୩୦ହଜାର ୬୬୨ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ଛାତ୍ରଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ୩.୨୯ ପ୍ରତିଶତ ଅଧିକ ରହିଛି । ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ୯୦.୩୭ ପ୍ରତିଶତ । ତେବେ ୧୩ ନମ୍ବର ସ୍ଥାନରେ ଭୁବନେଶ୍ୱର ରହିଛି ଏବଂ ତ୍ରିଭେନ୍ଦ୍ରମ୍ ରିଜନରେ ସର୍ବାଧିକ ପାସହାର ୯୮.୮୩ ପ୍ରତିଶତ । 

Notice
Leave A Reply

Your email address will not be published.