ବରଗଡ :

ତା-୧୩-୧୨-୨୦୨୦
ଚଳିତ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କୋରୋନା କଟକଣା ଯୋଗୁଁ ଧନୁଯାତ୍ରା ମହୋତ୍ସବ ବାତିଲ। DRDA ଅଫିସରେ ଧନୁଯାତ୍ରା କମିଟି ବୈଠକରେ ଏ ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ। ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରା ସମେତ ଅନ୍ୟାନ୍ୟ ଯାତ୍ରା ଓ ମହୋତ୍ସବ ସରକାର ବାତିଲ୍ କରିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
