Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ସୌରଭ ଗାଙ୍ଗୁଲି ଅସୁସ୍ଥ
କୋଲକାତା:
ତା-୦୨-୦୧-୨୦୨୧
ବିସିସିଆଇର ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେତୁ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜିମରେ ବ୍ୟାୟାମ କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ!-->!-->!-->!-->!-->…
ସିବିଏସଇ ପରୀକ୍ଷା ତାରିଖ ଘୋଷଣା
ଭୁବନେଶ୍ବର:
ତା-୩୧-୧୨-୨୦୨୦
ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନାଥଙ୍କ ସିବିଏସଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହେବ ।ମେ ୪ରୁ ଆରମ୍ଭ ହେବାକୁ ଥିବା!-->!-->!-->!-->!-->!-->!-->…
ବଦଳିଲେ ବିଜୁ ମହିଳା ଦଳ ସଭାପତି
ଭୁବନେଶ୍ବର:
ତା-୩୧-୧୨-୨୦୨୦
ବିଜୁ ମହିଳା ଦଳ ସଭାପତି ବଦଳିଲେ । ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ମହିଳା ଦଳ ସଭାପତି ଦାୟିତ୍ୱ । ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ!-->!-->!-->!-->!-->!-->!-->…
ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅସିତ ତ୍ରିପାଠୀ
ଭୁବନେଶ୍ବର:
ତା-୩୧-୧୨-୨୦୨୦
ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅସିତ ତ୍ରିପାଠୀ। ବିଦାୟୀ ଭାଷଣରେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଲେ ଅସିତ। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ କୋଭିଡର ସଫଳ ମୁକାବିଲା ହୋଇଛି, ସବୁ ବିଭାଗର କାମ ସଠିକ ଭାବରେ!-->!-->!-->!-->!-->!-->!-->…
ପରଲୋକରେ କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋ
ଭୁବନେଶ୍ବର:
ତା-୩୧-୧୨-୨୦୨୦
ଓଡ଼ିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ। ରାଉରକେଲା ଆଇଜିଏଚରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ମାସେ ହେଲା ଚିକିତ୍ସାଧୀନ ଥିଲେ କିଣ୍ଡୋ । ସେ ୧୯୭୫ର ବିଶ୍ୱକପ୍!-->!-->!-->!-->!-->!-->!-->…
ମୁଖ୍ଯ ଶାସନ ସଚିବଙ୍କ ଅବସର ଆଜି।
ଭୁବନେଶ୍ବର
ତା-୩୧-୧୨-୨୦୨୦
ଆଜି ସରୁଛି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ । ଅବସର ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଏହାସହ ତାଙ୍କୁ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିବାଣିଜ୍ୟ ଓ ଶିଳ୍ପ!-->!-->!-->!-->!-->…
ପରୀ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ବର:
ତା-୩୧-୧୨-୨୦୨୦
ପରୀ ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି। ପରୀକୁ ନ୍ୟାୟ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଭେଟିବାକୁ ଲୋକସେବା ଭବନକୁ ପ୍ରବେଶ ବେଳେ ପୁଲିସ ସହ ଧସ୍ତାଧସ୍ତି!-->!-->!-->!-->!-->!-->!-->…
ଆଜିଠୁ ଡବଲ ହେଲମେଟ ବାଧ୍ୟତାମୂଳକ
ଭୁବନେଶ୍ବର:
ତା-୩୧-୧୨-୨୦୨୦
ଗାଡି ଚାଳକ ସାବଧାନ। ଆଜିଠାରୁ ପୁଣି ଥରେ କଡାକଡି ହେବାକୁ ଯାଉଛି ଟ୍ରାଫିକ୍ ନିୟମ। ଡବଲ ହେଲମେଟ ବାଧ୍ୟତାମୂଳକ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବାଇକ୍ ଚାଳକ ସମେତ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବା!-->!-->!-->!-->!-->!-->!-->…
ଫିକା ପଡିବ ନୂଆବର୍ଷ : ଟୁଇନ ସିଟରେ ୧୪୪ ଧାରା
ଭୁବନେଶ୍ବର:
ତା-୩୧-୧୨-୨୦୨୦
ଏଥର ଫିକା ପଡିବ ନୂଆବର୍ଷ। ଟୁଇନସିଟି ବାସିନ୍ଦା ଏଥର ଜିରୋ ନାଇଟ ସେଲିବ୍ରେସନ କରିପାରିବେ ନାହିଁ। ଏହା ବ୍ୟତୀତ ଭୋଜି ଆୟୋଜନ ଉପରେ ମଧ୍ୟ ଲାଗିଛି ରୋକ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ ପାଇଁ ଟ୍ୱିନସିଟିରେ ୧୪୪ ଧାରା!-->!-->!-->!-->!-->!-->!-->…
ନୂଆବର୍ଷ ପାଇଁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ
ଭୁବନେଶ୍ବର:
ତା-୩୧-୧୨-୨୦୨୦
କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ନାଇଟ କର୍ଫ୍ୟୁ। ରାଜ୍ୟରେ ଗୋଟିଏ ଦିନ ପାଇଁ ଅର୍ଥାତ ଆଜି ରାତି ୧୦ ଟାରୁ ଆସନ୍ତା କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ!-->!-->!-->!-->!-->!-->!-->…
