ଭୁବନେଶ୍ୱର:

ତା-୧୪-୧୨-୨୦୨୦
କୋରାପୁଟ ସେମିଳିଗୁଡ଼ାରେ ହାଞ୍ଜାରିଗୁଡ଼ା ନଦୀରେ ବୁଡ଼ି ୨ ବାଳକ ମୃତ । ନୟାଗଡ଼ କୁମୁଣ୍ଡା ଗାଁ ପ୍ରଭାତ ଦଳେଇଙ୍କ ୧୬ ବର୍ଷର ପୁଅ ଶୁଭ୍ରାଂଶୁ ମୃତ । ରାଉରକେଲାର ରଞ୍ଜନ ବେହେରାଙ୍କ ୧୩ ବର୍ଷର ପୁଅ ଆଶିଷ ମୃତ । ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ସୁନାବେଡ଼ା ଡାକ୍ତଖାନାରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବେଳେ ଅଘଟଣ ଘଟିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
