ଭୁବନେଶ୍ବର:

ତା-୧୪-୧୨-୨୦୨୦
ଆଜି ସଂଧ୍ୟା 5ଟାରେ ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ ।ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ ହେବେ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଅନୁମାନ କରାଯାଉଛି। ଶ୍ରୀଜଗନ୍ନାଥ ଟେମ୍ପଲ ଶୈଳୀରେ ରାଜ୍ୟ ସରକାର ଶ୍ରୀ ଲିଙ୍ଗରାଜ ଟେମ୍ପଲ ଅଧ୍ୟାଦେଶ ଆଣିବା ସମ୍ଭାବନା ରହିଛି । ଏହି ଅଧ୍ୟାଦେଶକୁ କ୍ୟାବିନେଟ ବୈଠକରେ ମୋହର ଲାଗିପାରେ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
