News portal website
before header

ଫ୍ଲାଇଙ୍ଗ ଶିଖ୍ ଙ୍କୁ କୋରୋନା

କଟକ /ଅଷ୍ଟିନ୍ ନ୍ୟୁଜ ତା ୨୧-୦୫-୨୦୨୧ ଭାରତୀୟ ଧାବକ ପଦ୍ମଶ୍ରୀ ମିଲ୍ଖା ସିଂହ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଏବେ ଗୃହ ସଂଗରୋଧ ରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟାବସ୍ଥ ମଧ୍ୟ ସ୍ଥିର ରହିଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ…

ମୟୂରଭଞ୍ଜ ସଂଗଠନରେ ବବି ବ୍ୟସ୍ତ!

ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ ବ୍ୟଥାର କାରଣ,ବିଶେଷ କରି ମୟୂରଭଞ୍ଜ ସଂଗଠନରେ ବ୍ୟତିକ୍ରମ.... ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୨୧-୦୫-୨୦୨୧ ଦିନକୁ ଦିନ ମଜବୁତ ହେଉଛି ବିଜଦ ସଂଗଠନ,ହେଲେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡିଶାରେ ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ…

ରଥ ଖଳାରେ ବାୟୋ ବବୁଲ-ସଂକ୍ରମଣ ରୋକିବାକୁ ପଦକ୍ଷେପ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ ରଥ ତିଆରିରେ ନିୟୋଜିତ ମହାରଣାମାନଙ୍କୁ କରୋନା ସଂକ୍ରମିତ ନହେବା ପାଇଁ ରାଜ୍ୟ ସରକାର ରଥ ଖଳାରେ ବାୟୋ-ବବୁଲ୍ ସୁରକ୍ଷା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।ପବିତ୍ର ରଥ ତିଆରିରେ ନିୟୋଜିତ ଅଳ୍ପ କେତେକ ସେବକ, ମହାରଣା ଓ…

ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ ; ଭୁବନେଶ୍ୱର ପରେ ବୁର୍ଲାରେ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ କରୋନା କାଳରେ ଜୀବନ ନେଉଛି ବ୍ଲାକ ଫଙ୍ଗସ୍ । ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରୋଗୀ…

ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ ପଞ୍ଜାବର ମୋଗାରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।ସୂଚନାନୁସାରେ, ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ…

କଳାକାରଙ୍କୁ ମିଳିବ ଆଡ୍ଭାନ୍ସ୍ ପେନସନ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୦-୦୫-୨୦୨୧ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ, ଗୋଟିଏ ଥରରେ ୪ ମାସ ର ପେନସନ୍ କଳାକାରମାନେ ପାଇପାରିବେ। ମେ' ମାସ ଶେଷ ସୁଦ୍ଧା ଏହି ଅର୍ଥରାଶି ପ୍ରଦାନ କରାଯିବ। କରୋନା ମହାମାରୀର ଦ୍ଵିତୀୟ ଲହର କୁ ଦୃଷ୍ଟିରେ ରଖି ଏଭଲି ନିଷ୍ପତ୍ତି ଗ୍ରହଣ…

ହାଇ କୋର୍ଟ ଶୁଟ୍ ଡାଉନ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୦-୦୫-୨୦୨୧ ବଢୁଥିବା କରୋନା ସଂକ୍ରମଣ ଓ ହାଇ କୋଟ୍ କର୍ମଚାରୀ ଙ୍କ ମଧ୍ୟ ରେ ଅଧିକ ସଂକ୍ରମଣ ମାମାଲା କୁ ଦୃଷ୍ଟିରେ ରଖି, ହାଇ କୋର୍ଟ କୁ ମଧ୍ୟ ସଟ୍ଡାଉନ୍ କରିଦିଆଯାଇଛି। ମେ' ୨୭ ତାରିଖ ଯାଏଁ ଉଚ୍ଚ ନ୍ୟାୟାଳୟ କୁ ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍…

କରୋନା ସାଜିଲା କାଳ । ୧୨ ଦିନରେ ବାପ ସହ ୨ ପୁଅଙ୍କ ମୃତ୍ୟୁ ।

ଚାଲିଗଲେ ରାଘୁନାଥ ମହାପାତ୍ର । ଦାରୁଣ ଦୁଃଖ ଦେଲା କରୋନା ୧୨ଦିନରେ ବାପା ସହିତ ୨ ପୁଅଙ୍କ ମୃତ୍ୟୁ ଘଟିଛି । ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ…

ବ୍ରହ୍ମପୁରରେ ସ୍ଥାପନ ହେଲା ଅକ୍ସିଜେନ ପ୍ଲାଣ୍ଟ …..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଲିକ୍ଯୁଡ୍ ଅକ୍ସିଜୋନ୍ ପ୍ଳାଣ୍ଟ୍ କୁ ଭିସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଳାଣ୍ଟ୍ ଆଜିଠାରୁ କାର୍ଯ୍ଯକ୍ଷମ ହୋଇଛି…

ଘରେ ରହି କରିପାରିବେ କୋରୋନା ଟେଷ୍ଟ….

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଏବେ କରୋନା ଯାଞ୍ଚ ପାଇଁ ଆପଣଙ୍କୁ ନା ସ୍ଵାସ୍ଥ୍ୟ କେନ୍ଦ୍ର ଯିବାକୁ ପଡିବ ନା ନମୂନା ସଂଗ୍ରହ ପାଇଁ କାହାକୁ ଘରକୁ ଡକାଇବା ଆବଶ୍ୟକତା ପଡିବ। ଆପଣ ନିଜେ ସହଜରେ କରୋନା ଯାଞ୍ଚ କରି ପାରିବେ। ଘରେ କୋଭିଡ୍ ଯାଞ୍ଚ ପାଇଁ ପ୍ରଥମ…