News portal website
before header
[URIS id=5393]

କରୋନା ସାଜିଲା କାଳ । ୧୨ ଦିନରେ ବାପ ସହ ୨ ପୁଅଙ୍କ ମୃତ୍ୟୁ ।

0 124

ଚାଲିଗଲେ ରାଘୁନାଥ ମହାପାତ୍ର । ଦାରୁଣ ଦୁଃଖ ଦେଲା କରୋନା ୧୨ଦିନରେ ବାପା ସହିତ ୨ ପୁଅଙ୍କ ମୃତ୍ୟୁ ଘଟିଛି ।

Notice
  • ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ
  • ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା
  • ଗତକାଲି ତାଙ୍କ ସାନ ଭାଇ ପ୍ରଶାନ୍ତ ମହାପାତ୍ରଙ୍କର ମୃତ୍ୟୁ ଘଟିଥିଲା
  • ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା

Leave A Reply

Your email address will not be published.