News portal website
before header
[URIS id=5393]

କଳାକାରଙ୍କୁ ମିଳିବ ଆଡ୍ଭାନ୍ସ୍ ପେନସନ

0 306

କଟକ /ଅଷ୍ଟିନ୍ ନ୍ୟୁଜ

Notice

ତା – ୨୦-୦୫-୨୦୨୧

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ, ଗୋଟିଏ ଥରରେ ୪ ମାସ ର ପେନସନ୍ କଳାକାରମାନେ ପାଇପାରିବେ। ମେ’ ମାସ ଶେଷ ସୁଦ୍ଧା ଏହି ଅର୍ଥରାଶି ପ୍ରଦାନ କରାଯିବ।


କରୋନା ମହାମାରୀର ଦ୍ଵିତୀୟ ଲହର କୁ ଦୃଷ୍ଟିରେ ରଖି ଏଭଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଯୋଜନା ଅନ୍ତର୍ଭୁକ୍ତରେ ଓଡିଶା ର ୩୭ ହାଜର କଳାକାର ମାସିକ ୧୨୦୦ ଟଙ୍କା ପେନସନ୍ ପାଉଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଗତ ଫେବ୍ରୁୟାରୀ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏହି ପେନସନ ତାଙ୍କ ଦିଆଯାଇସାରିଛି। ଏବେ ମାର୍ଚ, ଅପ୍ରେଲ, ମାଇ ଓ ଜୁନ ମାସର ପେନସନ୍ ଏକକାଳୀନ ଭାବେ ହିତାଧିକାରୀ ଙ୍କୁ ସିଧାସଳଖ ଭାବେ ତାଙ୍କ ବ୍ଯାଙ୍କ ଖାତାରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.