News portal website
before header

ବାତ୍ୟା ପାଇଁ ବାତିଲ ବିମାନ ସେବା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୫-୦୫-୨୦୨୧ ୨୬ ତାରିଖ ରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ପାବନ ବହିବ। ଏହି ପ୍ରାକୃତିକ ବିପର୍ଯ୍ୟୟ କୁ ଦୃଷ୍ଟିରେ ରଖି ବିମାନ ଉଡାଣ କମ୍ପାନୀଗୁଡ଼ିକ ବୁଧବାର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବିମାନ…

୨୪ ଘଣ୍ଟାରେ ୧୦,୯୩୯ କରୋନା ରୋଗୀ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୬୧୭୮ ଓ ଲୋକାଲରୁ ୪୭୬୧…

ମାଲକାନଗିରିରେ ଡଙ୍ଗାବୁଡି ଆଖି ବୁଜିଲେ ସାତଜଣ।

ମାଲକାନାଗିରି/ଅଷ୍ଟିନ୍ ନ୍ଯୁଜ ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ…

ଖାମଖିଆଲି ପଣ ପଜିଟିଭ ରିପୋର୍ଟ ଆସିବା ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ଢେଙ୍କାନାଲ ମୁଖ୍ୟ ଡାକ୍ତରରଖାନରେ କର୍ମଚାରୀଙ୍କ ଖାମଖିଆଲି ମନୋଭାବ । ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିବା ଜଣେ ଗର୍ଭବତୀଙ୍କର କୋଭିଡ ପଜିଟିଭ ଚିହ୍ନଟ ହେବାରୁ ଚିକିତ୍ସା କଲେନି ସ୍ୱାସ୍ଥ୍ୟ କର୍ମଚାରୀ । ଏପରିକି କଟକ…

ଭୟଙ୍କର ରେଳ ଦୁର୍ଘଟଣା : ୨୦୦ରୁ ଅଧିକ ଆହତ….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଆହତ ହେଲେ ୨୦୦ରୁ ଅଧିକ ଯାତ୍ରୀ । ମାଲେସିଆର ରାଜଧାନୀ କ୍ଲାଲାଲାମପୁରରେ ସୋମବାର ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ପରେ…

ଆଉ ଶୁଭିବନି ପ୍ରବଚନ, ଚାଲିଗଲେ ରାମ ଦାସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ସଭିଙ୍କ ପରିଚିତ ଏବଂ ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ଆଉ ନାହାଁନ୍ତି । କୋଭିଡର କାଳ ଛାୟାରୁ ସେ ମଧ୍ୟ ବର୍ତ୍ତି ପାରିଲେ ନାହିଁ । ଆଧ୍ୟାତ୍ମିକତା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଗାଧ୍ୟ ଜ୍ଞାନ ରଖିଥିବା…

ସାଇକ୍ଲୋନ ୟସ ଅପଡେଟ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍‌ । ଆଜି ଭେରି ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା । ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଓ ଦୀଘାଠୁ ୪୫୦ କିଲୋମିଟର ଦୂରରେ…

ୱେବମିଡ଼ିଆ ସାମ୍ବାଦିକଙ୍କ ରାଜ୍ୟପାଳଙ୍କୁ ଦାବିପତ୍ର

ଦିନକୁ ଦିନ ରାଜ୍ୟରେ କାର୍ଯ୍ୟରତ ୱେବ୍‌ ମିଡ଼ିଆ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି ସମ୍ବାଦ ପରିବେଷଣ କରୁଛନ୍ତି କିନ୍ତୁ ଖବରକାଗଜ ଓ ଟିଭି ସାମ୍ବାଦିକମାନଙ୍କ ପରି ସମ୍ମାନ,ସୁରକ୍ଷା ଓ…

ବେଙ୍ଗାଲୁରୁ ଆକାଶରେ ଅଲୌକିକ ଦୃଷ୍ୟ

କଟକ / ଅଷ୍ଟିନ୍ ନ୍ୟୁଜ ତା _୨୪-୦୫-୨୦୨୧ ଗତ କିଛି ଦିନ ମଧ୍ୟରେ ବେଙ୍ଗାଲୁରୁ ଅକାଶରେ ଅନେକ ମନଲୋଭା ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ଏକ ବିରଳ ଦୃଷ୍ୟ ଦୃଶ୍ୟମାନ ହୋଇଛି। ଆଜି ସକଲେ ବେଙ୍ଗାଲୁରୁ ଅକାଶରେ ଦେଖିବାକୁ ମିଳିଥିଲା ସୂର୍ଯ୍ୟ ଙ୍କୁ ଚାରିପଟେ ଗୋଟିଏ…

ଶାହାଙ୍କ ବାତ୍ୟା ସମୀକ୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୫-୨୦୨୧ ବାତ୍ୟା ୟାସର ପ୍ରଭାବ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ।ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା…