News portal website
before header
[URIS id=5393]

ଖାମଖିଆଲି ପଣ ପଜିଟିଭ ରିପୋର୍ଟ ଆସିବା ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା

0 172

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୫-୦୫-୨୦୨୧

ଢେଙ୍କାନାଲ ମୁଖ୍ୟ ଡାକ୍ତରରଖାନରେ କର୍ମଚାରୀଙ୍କ ଖାମଖିଆଲି ମନୋଭାବ । ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିବା ଜଣେ ଗର୍ଭବତୀଙ୍କର କୋଭିଡ ପଜିଟିଭ ଚିହ୍ନଟ ହେବାରୁ ଚିକିତ୍ସା କଲେନି ସ୍ୱାସ୍ଥ୍ୟ କର୍ମଚାରୀ । ଏପରିକି କଟକ ସ୍ଥାନତାରିତ କରିଦେଇ ଚୁପ ହୋଇ ବସିପଡିଲେ। ଫଳରେ ଏହି ପ୍ରସୂତି ଜଣଙ୍କ ଦୀର୍ଘ ୫ଘଣ୍ଟା ଧରି ଡାକ୍ତରଖାନା ଆଉଟଡୋର ସମ୍ମୁଖରେ ଥିବା ଘରର ବାରଣ୍ଡାରେ ପଡି ଯନ୍ତ୍ରଣାରେ ଛଟପଟ ହେବା ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ତେବେ ଦୀର୍ଘ ସମୟ ଧରି ପ୍ରସୂତି ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଢେଙ୍କାନାଳ ସଦର ଥାନା ଅଞ୍ଚଳର ଏହି ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଯୋଗୁଁ ତାଙ୍କ ପରିବାର ପକ୍ଷରୁ ସୋମବାର ସନ୍ଧ୍ୟା ୫ଟାରେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରା ଯାଇଥିଲା । ମାତ୍ର ତାଙ୍କର କୋଭିଡ ଟେଷ୍ଟ କରିବାରୁ ପଜିଟିଭ ଜଣାପଡିଥିଲା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଫଳରେ କର୍ମଚାରୀମାନେ ତାଙ୍କୁ ଚିକିତ୍ସା ନଦେଇ କୋଭିଡ ସଂକ୍ରମିତ ଆଳରେ କଟକ ଏସସିବିକୁ ସ୍ଥାନାନ୍ତର କରିଦେଇ ଡାକ୍ତରଖାନା ଭିତରକୁ ଆଉ ପଶିବାକୁ ଦେଇନଥିଲେ । ଏପରିକି ଆଇସୋଲେସନ ରୁମର ବ୍ୟବସ୍ଥା ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦେଇ ନଥିଲେ କିମ୍ବା ତୁରନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିନଥିଲେ । ଡାକ୍ତରଖାନା କର୍ମଚାରୀଙ୍କ ଏପରି ଖମଖିଆଳି ମନୋଭାବ ବିରୋଧରେ ତାଙ୍କ ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.