News portal website
before header
[URIS id=5393]

ବାତ୍ୟା ପାଇଁ ବାତିଲ ବିମାନ ସେବା

0 177

କଟକ / ଅଷ୍ଟିନ୍ ନ୍ୟୁଜ

Notice


ତା – ୨୫-୦୫-୨୦୨୧


୨୬ ତାରିଖ ରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ପାବନ ବହିବ। ଏହି ପ୍ରାକୃତିକ ବିପର୍ଯ୍ୟୟ କୁ ଦୃଷ୍ଟିରେ ରଖି ବିମାନ ଉଡାଣ କମ୍ପାନୀଗୁଡ଼ିକ ବୁଧବାର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ସେବା ବନ୍ଦ ରଖିବେ ବୋଲି ବିଶ୍ୱସ୍ତ ସୂତ୍ର ରୁ ପ୍ରକାଶ ପାଇଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]


ଭୁବନେଶ୍ବର ବିମାନବନ୍ଦରର ନିର୍ଦେଶକଙ୍କ ଅନୁସାରେ, ବୁଧବାର ବର୍ଷ ଓ ପବନ ହେଲେ ବିମାନ ସେବା ବନ୍ଦ ରଖାଯିବ। ବର୍ତ୍ତମାନ୍ ସମୟରେ ବହୁ କମ୍ ବିମାନ ଯାତାୟତ କରୁଥିବାବେଳେ, ଆଜି ୧୧ ଟି ବିମାନ ଉଡାଣ କରିଛି। ଅନେକ ଗୁଡିଏ ବିମାନ ରେ ଯାତ୍ରୀ ମଧ୍ୟ ହେଉନାହାନ୍ତି। ବୁଧବାର ହେବାକୁ ଥିବା ବାତ୍ୟା କୁ ନଜରରେ ରଖି ବିମାନ ଉଡାଣ କୁ ବନ୍ଦ ରଖିବାକୁ ପ୍ରାୟତଃ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏନେଇ ଆମକୁ ଏ. ଆଇ. ଇ ରୁ କୌଣସି ସୂଚନା ମିଳି ନାହିଁ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.