Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ
କଟକ/ ଅଷ୍ଟିନ୍ ନ୍ୟୁଜ
ତା - ୨୮-୦୫-୨୦୨୧
ବାତ୍ୟା ୟସ୍ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ର ଆକଳନ କରିବା ପାଇଁ ଆଜି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସିଛନ୍ତି।
ତାଙ୍କୁ ପାଛୋଟି ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଙ୍କ!-->!-->!-->!-->!-->!-->!-->!-->!-->…
ଶହୀଦ ନଗର ପୂଜା ମଣ୍ଡପର ଦୁଇ ସଦସ୍ଯଙ୍କ ବିୟୋଗରେ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ଦୁର୍ଗା ପୂଜା ସମିତି ର ଦୁଇ ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ନିତ୍ୟାନନ୍ଦ ପାଲଟା ସିଂ ଓ ଶ୍ରୀ ମହେନ୍ଦ୍ର କୁମାର ନନ୍ଦ, ବିୟୋଗ ରେ ଗୁ ଗୁ ଲ ମିଟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇ ଥିଲା, ଦୁଇ ବରିଷ୍ଠ ସଭ୍ୟ!-->!-->!-->!-->!-->…
କରୋନା ର ନୂଆ ଅସ୍ତ୍ର କକଟେଲ୍, ଦିନକରେ ହେଉଛନ୍ତି ସୁସ୍ଥ !
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
କରୋନା ଲଢେଇର ନୂଆ ଅସ୍ତ୍ର ଆଣ୍ଟିବଡ଼ି କକଟେଲ୍। ଏହି ଇଞ୍ଜେକସନ୍ ଦିଆଯିବାର ଦିନକ ପରେ ବହୁବିଧ ସ୍ବାସ୍ଥ୍ୟ ସମସ୍ୟା ଥିବା ୮୪ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ନରେଶ!-->!-->!-->!-->!-->…
ଜେଲରେ କାୟା ବିସ୍ତାର କରୁଛି କରୋନା ସଂକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
କରୋନା ଭାଇରସ୍ ଏବେ ଜେଲ୍ରେ ନିଜର ତାଣ୍ଡବ ରଚିବାରେ ଲାଗିଛି । ଯାହାଫଳରେ ଜେଲ୍ ର ସ୍ଥିତି ଏବେ ଅଣାୟତ ହେବାରେ ଲାଗିଛି । ଯେତିକି ଟେଷ୍ଟି ବଢୁଛି ସେତିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ସୁଚନା!-->!-->!-->!-->!-->…
କେନ୍ଦ୍ରର ୬୪୦ କୋଟି ଅନୁଦାନ ପରେ ନବୀନଙ୍କ ଆକାଶ ମାର୍ଗରୁ ସମୀକ୍ଷା ଶେଷ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି!-->!-->!-->!-->!-->…
ଝିଅର ନାଁ ୟସ୍!
କଟକ /ଅଷ୍ଟିନ୍ ନ୍ୟୁଜ
ତା - ୨୭-୦୫-୨୦୨୧
ବାତ୍ୟା ଆସିଲା, ଅନେକ୍ କ୍ଷୟକ୍ଷତି କରିଲା, ପ୍ରଳୟ ରଚିଲା ଓ ଚାଲିଗଲା। କିନ୍ତୁ ଏହି ବାତ୍ୟା ୟସ୍ କୁ ଚିରସ୍ମରଣୀୟ କରିବାକୁ, ବାତ୍ୟା ର ନାମ ଅନୁଯାୟୀ ଗୋଟିଏ ନବାଗତ ଶିଶୁ ର ନାମକରଣ କରାଯାଇଛି।
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା!-->!-->!-->!-->!-->!-->!-->…
ୟସ ସମୀକ୍ଷା କଲେ ବଡଚଣା ବିଧାୟକ।
ଏସଡିଓଙ୍କୁ ବିଦ୍ଯୁତ ଦେବା ପାଇଁ ତାଗିଦ।
ଅଷ୍ଟିନ୍ ନ୍ଯୁଜ/ ବଡଚଣା
ତା-୨୭-୦୫-୨୦୨୧
ଗତକାଲି ଓଡିଶାରେ ୟସ ବାତ୍ଯାର ପ୍ରଭାବ ଦେଖିବାକୁ ମିଳିଥିଲା, ଆଜି ସକାଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ବାତ୍ଯା ର ସମୀକ୍ଷା କରୁଥିବା ବେଳେ,
!-->!-->!-->!-->!-->!-->!-->!-->!-->!-->!-->!-->!-->…
ବନାର୍ଡ ଆର୍ନଲ୍ଟ ହେଲେ ବିଶ୍ୱର ନୂଆ ସବୁଠାରୁ ଧନୀ ବ୍ୟକ୍ତି
କଟକ /ଅଷ୍ଟିନ୍ ନ୍ୟୁଜ
ତା ୨୭-୦୫-୨୦୨୧
ଏଲ୍. ଭି. ଏମ୍. ଏଚ୍. ନାମକ ଫ୍ରାନ୍ସ ର ଏକ କମ୍ପାନୀର ସି. ଇ.ଓ ବନାର୍ଡ ଆର୍ନଲ୍ଟ ଏବେ ବିଶ୍ଵ ର ନମ୍ଵର୍ ୱାନ ଧନୀ ଭାବେ ଉଭା ହୋଇଛନ୍ତି। ସେ ଆମାଜନ୍ ର ହେଡ ଜେଫ୍ ବେଜୋସ୍ ଙ୍କ ଜାଗା ଅକ୍ତିୟାର କରିଛନ୍ତି।
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ!-->!-->!-->!-->!-->!-->!-->…
ରାଜ୍ୟରେ ଗତ ୨୪ ଘଂଟାରେ ୬,୭୩୬ କରୋନା ପଜିଟିଭ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ରାଜ୍ୟରେ ହଠାତ୍ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଚିହ୍ନଣ ହୋଇଛନ୍ତି ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୨୭୭୪ ଜଣ। ସେହିପରି ରାଜ୍ୟରେ ଆଜି ୩୪!-->!-->!-->!-->!-->…
ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ, ଆଜି ୩୪ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା ମହାମାରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ!-->!-->!-->!-->!-->…
