News portal website
before header
[URIS id=5393]

ଝିଅର ନାଁ ୟସ୍!

0 200

କଟକ /ଅଷ୍ଟିନ୍ ନ୍ୟୁଜ

Notice


ତା – ୨୭-୦୫-୨୦୨୧


ବାତ୍ୟା ଆସିଲା, ଅନେକ୍ କ୍ଷୟକ୍ଷତି କରିଲା, ପ୍ରଳୟ ରଚିଲା ଓ ଚାଲିଗଲା। କିନ୍ତୁ ଏହି ବାତ୍ୟା ୟସ୍ କୁ ଚିରସ୍ମରଣୀୟ କରିବାକୁ, ବାତ୍ୟା ର ନାମ ଅନୁଯାୟୀ ଗୋଟିଏ ନବାଗତ ଶିଶୁ ର ନାମକରଣ କରାଯାଇଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]


ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା କୁ ନଜରରେ ରଖି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ର ୨୭ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଵାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା। ସେଥିମଧ୍ୟରୁ ୨୪ ତାରିଖ ସୁଦ୍ଧା, ୧୨ ଜଣ ମହିଳା ନିଜର ସନ୍ତାନ କୁ ଜନ୍ମ ଦେଇ ସାରିଥିଲେ। ୧୫ ଜଣଙ୍କ ମଧ୍ୟରୁ ୨ ଜଣ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲାବେଳେ, ତିନି ଜଣ ତାଳଚ୍ଚୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଓ ଜଣେ ଇଶ୍ୱରପୁର୍ ସ୍ୱାସ୍ଥ କେନ୍ଦ୍ର ରେ ଭର୍ତି ହୋଇଥିଲେ।


ସେହିଭଲି ଅନ୍ୟ ୧୧ ଜଣଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଡ୍ମିଟ୍ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଗତକାଲି ବାତ୍ୟା ହେଉଥିବା ସମୟରେ ୪ ଜଣ ମହିଳା ସନ୍ତାନ ଜନ୍ମ କରିଛନ୍ତି। ଏବଂ ତାଙ୍କ ମଧ୍ୟରୁ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ହରିଣପୋଖରି ଗ୍ରାମର ସୌମ୍ୟରଞ୍ଜନ ବୈରାଗୀଙ୍କ ଅର୍ଦ୍ଧାଙ୍ଗିନୀ ସରସ୍ଵତୀ ବୈରାଗୀ ଏକ ଶିଶୁ କନ୍ୟା ଙ୍କୁ ଜନ୍ମ ଦେଇଛନ୍ତି। ବାତ୍ୟା ସମୟରେ ଝିଅ ଜନ୍ମ ହୋଇଥିବାରୁ, ତାଙ୍କ ପରିବାର ଲୋକେ ଝିଅ ର ନାଁ, ବାତ୍ୟା ର ନାଁ ଅନୁସାରେ “ୟସ୍” ରଖିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.