News portal website
before header
[URIS id=5393]

ଶହୀଦ ନଗର ପୂଜା ମଣ୍ଡପର ଦୁଇ ସଦସ୍ଯଙ୍କ ବିୟୋଗରେ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି।

0 298

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୭-୦୫-୨୦୨୧

ଦୁର୍ଗା ପୂଜା ସମିତି ର ଦୁଇ ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ନିତ୍ୟାନନ୍ଦ ପାଲଟା ସିଂ ଓ ଶ୍ରୀ ମହେନ୍ଦ୍ର କୁମାର ନନ୍ଦ, ବିୟୋଗ ରେ ଗୁ ଗୁ ଲ ମିଟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇ ଥିଲା, ଦୁଇ ବରିଷ୍ଠ ସଭ୍ୟ ସେମାନଙ୍କର କାର୍ଯ୍ୟ ନିମନ୍ତେ ସମିତି ତଥା ସମସ୍ତଙ୍କର ହୃଦୟ ରେ ଏକ ସ୍ବତନ୍ତ୍ର ସ୍ଥାନ ପାଇ ପାରିଥିଲେ, ମା ଦୁର୍ଗା ଙ୍କ ପୂଜା କରିବାରେ ସର୍ବଦା ଶାନ ଭାଇମାନଙ୍କୁ ଉସ୍ଥାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ, ଆମର ମା ଙ୍କ ପାଖରେ ଗୋଟିଏ ପ୍ରାଥନା ଥିଲା ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଆମେ କୁଆଡେ ଆସିଛୁ କୁଆଡେ ଯିବୁ, ମା ତୁ ଯୁଆଡେ ନେବୁ ଆମେ ସିଆଡେ ଯିବୁ, ତୋ ପାଇଁ ଆମେ ନିଜକୁ ନିଜେ ଭୁଲିବୁ, ଅଭାବେ ତୋ ଭାବ କୁ ଆମେ ଭଜୁଥିବୁ,”ଦୁଇ ବରିଷ୍ଠ ସଦସ୍ୟ ମାନଙ୍କ ବିୟୋଗରେ ସମିତିର ସଦସ୍ୟ ମାନଙ୍କ ଭିତରେ ଶୋକ ର ଛାୟା ଖେଳି ଯାଇଛି, ଆଜିରସଭାରେ ସେମାନଙ୍କ ସ୍ମୃତି ରେ ପ୍ରଥମେ ଓମ୍ ଉଚ୍ଚାରଣ ପରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ତତ୍ ପରେ ସେମାନଙ୍କ ସ୍ମୃତିର ଆଲୋଚନା ରେ ସଦସ୍ୟ ମାନେ ଉପସ୍ଥିତ ବହୁ ପୁରୁଣା କଥା କହିଥିଲେ, ଏହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା, ଆଜିର ଏହି ଶ୍ରଦ୍ଧାଞ୍ଜଳି ଶୋକ ସଭାରେଶ୍ରୀ ଚନ୍ଦନ କୁମାର ପାଳିତ,ନାରାୟଣ ମହାପାତ୍ର, ଉମାନାଥ ମିଶ୍ର, ମଳୟ ରଞ୍ଜନ ମହାପାତ୍ର, ହରିଶ ପ୍ରସାଦ ରଥ,ଶ୍ରୀନିବାସ ରାଓ, ଲଲିତ ଖୁଣ୍ଟିଆ, ଲଲିତ ମୋହନ ପଣ୍ଡା, ଶରତ ବେହେରା, ଲାବନ୍ୟନେନ୍ଦୁ ମହାନ୍ତି, ବଦ୍ରିନାଥ ଶତପଥୀ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ପ୍ରମୋଦପୃଷ୍ଟି, ଅଚ୍ୟୁତ ପ୍ରସାଦ ବେହେରା, ଦୀପକ ବେହେରା, ଅମିତ୍ କୁମାର ବେହେରା,ସନ୍ତୋଷ ଓଝା, ମନିଷା ପଣ୍ଡା, ଅଜୟ ଚୌଧୁରୀ, ସରୋଜ ପାତ୍ର,ସୁର ନାୟକ ରାଜେଶ ପାତ୍ର,ବିଶ୍ୱପ୍ରସାଦ ମହାନ୍ତି, ସିନୁ ସେଠୀ, ଜିତୁ ରାୟ, ସବ୍ୟସାଚୀ ମହାପାତ୍ର, ସୀତାକାନ୍ତ ମହାପାତ୍ର, ଗୋପାଳ ମହାନ୍ତି, ସୂର୍ଯ୍ୟକାନ୍ତ ରାୟ, ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଯୋଗଦାନ କରିଥିଲେ, ନାରାୟଣ ମହାପାତ୍ର ସମ୍ପାଦକ ଶହୀଦନଗର ଦୁର୍ଗା ପୂଜା ସମିତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.