News portal website
before header

ସୋସାଇଟି ଫର୍ମ ଡିଜିଟାଇଜେସନ ସମୟସୀମା ବଢିଲା।

ତା-୦୯-୦୪-୨୦୨୧ ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍ ବଢିଲା ସୋସାଇଟି ଫର୍ମ ଡିଜିଟାଇଜେସନ ସମୟସୀମା।ଆସନ୍ତ ୧୩ ତାରିଖ ପର୍ଯ୍ୟନ୍ତ ବଢାଯାଇଛି ସମୟସୀମା। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଛି ନିର୍ଦ୍ଦେଶ ନାମା। ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ନାମ…

ପିସିଆର ଭ୍ୟାନ ପୋଡି;ବସନ୍ତରାଜ ସସପେଣ୍ଡ!

ତା-୦୫-୦୪-୨୦୨୧ ଯାଜପୁର/ଅଷ୍ଟିନ ନ୍ଯୁଜ ବହୁ ଚର୍ଚ୍ଚିତ ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମରେ,ପୋଲିସ ଭ୍ଯାନ ପୋଡି ଘଟଣାରେ ଅନ୍ଯତମ ଅଭିଯୁକ୍ତ କୁହାଯାଉଥିବା,ଭରତପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ବସନ୍ତରାଜ ସାମଲ କୁ ବଡଚଣା ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ କ୍ରମେ ଯାଜପୁର…

ବଡଚଣା ବିଧାୟକ ଆହତ

ତା-୦୪-୦୪-୨୦୨୧ ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍ ବରିଷ୍ଠ ରାଜନେତା,ତଥା ବଡଚଣାର ବିଜୁ ଜନତା ଦଳର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଆହତ।ଭୁବନେଶ୍ୱରରେ ରହୁଥିବା ବାସଭବନରେ ପ୍ରତ୍ଯେହ ସକାଳୁ ମର୍ଣ୍ଣିଂଓ୍ଵାକରେ ଆସନ୍ତି। ଚିକିତ୍ସିତ ପରେ ଶ୍ରୀ ଶତପଥୀ ଦୁର୍ଭାଗ୍ଯବଶତଃ…

“NCSUY” ପ୍ରୋଜେକ୍ଟ ଶେଷ ପାଇଁ ନବୀନଙ୍କୁ ଚିଠି ଲେଖିଲେ;ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର।

ତା-୦୪-୦୪-୨୦୨୧ ଭୁବନେଶ୍ୱର/ଅଷ୍ଟିନନ୍ୟୁଜ ପ୍ରଥମ ମୁଖ୍ୟମନ୍ତ୍ରୀ ବଡ଼ଚଣା ର ପ୍ରଥମ ବିଧାୟକ ନବକୃଷ୍ଣ ଚୌଧୁରୀ ଓ ସଂଗ୍ରାମୀ ଗୋପବନ୍ଧୁଙ୍କ କର୍ମସ୍ଥଳକୁ ଉପେକ୍ଷା ନକରିବା ପାଇଁ ଓ ବିରୂପା - ଗେଙ୍ଗୁଟି ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଓ କେଲୁଅ - ବିରୂପା - ବ୍ରାହ୍ମଣୀ…

ବାଚସ୍ପତି ଗୃହ ପରିଚାଳନାରେ ସମ୍ପୃର୍ଣ୍ଣ ପକ୍ଷପାତିତା କରୁଛନ୍ତି;ପ୍ରଦୀପ୍ତ ନାୟକ।

ତା-୦୪-୦୪-୨୦୨୧ ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍ ବାଚସ୍ପତି ଗୃହ ପରିଚାଳନାରେ ସମ୍ପୃର୍ଣ୍ଣ ପକ୍ଷପାତିତା କରୁଛନ୍ତି । ବିଧାନସଭାରେ କୌଣସି ବିଲ ପାସ କରିବା ବେଳେ ବିରୋଧୀଙ୍କୁ କହିବାକୁ ଦିଆଯିବ ନାହିଁ ଏହା ବାଚସ୍ପତିଙ୍କର କିପରି ଭାବେ ନିରପକ୍ଷତା ? ଗଣତନ୍ତ୍ରରେ…

ଓଡିଶାରେ ଜାରି ହେଲା ନାଇଟ୍ କର୍ଫ୍ୟୁ, ହେଲେ କେଉଁ କେଉଁ ଜିଲ୍ଲା?

ତା-୦୩-୦୪-୨୦୨୧ ଭୁବନେଶ୍ୱର/ଅଷ୍ଟିନ୍ ନ୍ୟୁଜ୍ ଦିନକୁ ଦିନ ଭାରତରେ କରୋନାର ଦ୍ବିତୀୟ ଷ୍ଟ୍ରେନ, ଭୟଙ୍କର ହେବାରେ ଲାଗୁଛି, ସଂକ୍ରମଣ ମଧ୍ଯ ବଢୁଛି। ତେବେ ଏଥିରୁ ବାଦ ପଡିନି ଓଡିଶା। ଓଡିଶାର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି।ବିଶେଷ କରି…

ରାଜ୍ୟରେ ଖୋଲିବ ୧୫୭୬ ନୂଆ ଅଙ୍ଗନବାଡି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ ।

ତା-୨୭-୦୩-୨୦୨୧ ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ନୂଆ ଅଙ୍ଗନବାଡି ନେଇ ମନ୍ତ୍ରୀଙ୍କ ଉତ୍ତର । ରାଜ୍ୟରେ ୬୨ ହଜାର ୧୭୧ ଟି ଅଙ୍ଗନବାଡି ଅଛି । ମିନି ଅଙ୍ଗନବାଡି ୧୦୪୧୬ ରହିଛି । ୭୮୪୪ ନୂଆ ଅଙ୍ଗନବାଡି ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପୁନଃ ତର୍ଜମା କରି…

ସୁରଟ ଓ ମୁମ୍ବାଇ ରୁ ଗଞ୍ଜାମକୁ ଆସିଲେ ୭ଦିନ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ ।

ଗଞ୍ଜାମ ତା-୨୩-୦୩-୨୦୨୧ ବର୍ତ୍ତମାନ କରୋନା ସ୍ଥିତିକୁ ଲକ୍ଷ୍ଯ କରି ରାଜ୍ଯ ସରକାର ଧିରେ ଧିରେ ପଦକ୍ଷେପ ନେବା ଆରମ୍ଭ କଲେଣି। ଆଜି ଗଞ୍ଜାମ ଜିଲ୍ଲପାଳଙ୍କ ତରଫରୁ ସିଧାସଳଖ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ବିଶେଷ କରି ଯେଉଁମାନେ…