News portal website
before header
[URIS id=5393]

ସୋସାଇଟି ଫର୍ମ ଡିଜିଟାଇଜେସନ ସମୟସୀମା ବଢିଲା।

0 250

ତା-୦୯-୦୪-୨୦୨୧

Notice

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍

ବଢିଲା ସୋସାଇଟି ଫର୍ମ ଡିଜିଟାଇଜେସନ ସମୟସୀମା।ଆସନ୍ତ ୧୩ ତାରିଖ ପର୍ଯ୍ୟନ୍ତ ବଢାଯାଇଛି ସମୟସୀମା। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଛି ନିର୍ଦ୍ଦେଶ ନାମା।

ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ନାମ ପଞ୍ଜୀକରଣ ସମୟସୀମା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ସୋସାଇଟି ଗୁଡିକର ଫର୍ମ ଡିଜିଟାଇଜେସନ ସମୟସୀମା ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥି ସହିତ ନାମ ପଞ୍ଜୀକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ବ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମ୍ଭର ଏହି ପେଜ୍ କୁ ଲାଇକ କମେଣ୍ଟ ସେୟାର କରନ୍ତୁ।

http://www.austinnews.in

https://www.youtube.com/AustinNewsMedia

http://facebook.com/AustinNewsMedia

Leave A Reply

Your email address will not be published.