News portal website
before header
[URIS id=5393]

ସୁରଟ ଓ ମୁମ୍ବାଇ ରୁ ଗଞ୍ଜାମକୁ ଆସିଲେ ୭ଦିନ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ ।

0 206

ଗଞ୍ଜାମ

Notice

ତା-୨୩-୦୩-୨୦୨୧

ବର୍ତ୍ତମାନ କରୋନା ସ୍ଥିତିକୁ ଲକ୍ଷ୍ଯ କରି ରାଜ୍ଯ ସରକାର ଧିରେ ଧିରେ ପଦକ୍ଷେପ ନେବା ଆରମ୍ଭ କଲେଣି। ଆଜି ଗଞ୍ଜାମ ଜିଲ୍ଲପାଳଙ୍କ ତରଫରୁ ସିଧାସଳଖ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ବିଶେଷ କରି ଯେଉଁମାନେ ସୁରଟ ଓ ମୁମ୍ବାଇରୁ ଫେରୁଛନ୍ତି, ସେମାନେ ସାତଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ରହିବେ। ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜକୁ Like,Follow,Share, Comment,କରନ୍ତୁ।

Leave A Reply

Your email address will not be published.