ତା-୦୪-୦୪-୨୦୨୧

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍
ବରିଷ୍ଠ ରାଜନେତା,ତଥା ବଡଚଣାର ବିଜୁ ଜନତା ଦଳର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଆହତ।ଭୁବନେଶ୍ୱରରେ ରହୁଥିବା ବାସଭବନରେ ପ୍ରତ୍ଯେହ ସକାଳୁ ମର୍ଣ୍ଣିଂଓ୍ଵାକରେ ଆସନ୍ତି।

ଦୁର୍ଭାଗ୍ଯବଶତଃ ମର୍ଣ୍ଣିଂଓ୍ଵାକ ସମୟରେ ବାମପଟ ଗୋଡ ମୋଡି ହୋଇ ପଡି ଯାଇଥିଲେ। ତେବେ ଶ୍ରୀଯୁକ୍ତ ଶତପଥୀଙ୍କୁ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ପାଦ ଫ୍ଯାକଚର ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। ଏହାପରେ ବାମ ଗୋଡକୁ ପ୍ଲାଷ୍ଟର କରି, ଘରେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ କରିଛନ୍ତି।
ତେବେ ଏହି ଖବର ପାଇବା ପରେ ବିଧାୟକଙ୍କ ସମର୍ଥକ, ଶୁଭେଛୁ,ବିରୋଧୀ ନେତା ଅମର ନାୟକ, ଅଜୟ କୁମାର ସାମଲ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜ୍ କୁ ଲାଇକ କମେଣ୍ଟ ସେୟାର କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
