News portal website
before header

୧୨ ବର୍ଷ ବୟସରୁ କମ ଶିଶୁଙ୍କ ପାଇଁ ଆସିବ ଟିକା, ଫାଇଜରର ପରୀକ୍ଷା ଆରମ୍ଭ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୬-୨୦୨୧ କରୋନା ଭାଇରସ ଟିକା ଉତ୍ପାଦନକାରୀ କଂପାନୀ ‘ଫାଇଜର’ ନିଜର ଟିକାର କ୍ଲିନିକାଲ ପରୀକ୍ଷା ୧୨ ବର୍ଷ ବୟସର ଶିଶୁଙ୍କ ପାଇଁ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟର ଗବେଷଣାରେ କମ ସଂଖ୍ୟାରେ ଛୋଟ ଶିଶୁଙ୍କୁ ଟିକାର ଭିନ୍ନ…

ଓଡିଶା ଛୁଇଁବ ମୌସୁମୀ ବାୟୁ; ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୬-୨୦୨୧ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ। ୧୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସହ ଓଡିଶାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା…

ୟୁଜି ଓ ପିଜି ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୬-୨୦୨୧ ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର…

ବିଭିନ୍ନ ଟିକାର ଦାମ୍‌ ଧାର୍ଯ୍ୟ କଲେ କେନ୍ଦ୍ର ସରକାର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୮-୦୬-୨୦୨୧ ଧାର୍ଯ୍ୟ ହେଲା କୋଭିଡ୍ ଟିକାର ଦାମ୍ଦେଶରେ ବିଭିନ୍ନ ଟିକାର ଦାମ ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଘରୋଇ ହସ୍ପିଟାଲରେ କୋଭିସିଲ୍ଡ଼ର ଦାମ ଡୋଜ୍ ପିଛା ସର୍ବାଧିକ ୭୮୦ ଟଙ୍କାକୋଭିସିଲ୍ଡର ଉତ୍ପାଦନକାରୀ ବିକ୍ରି ଦର ୬୦୦…

କରୋନାର ନୂଆ ଲକ୍ଷଣ ନଖର ଆକାର , ରଙ୍ଗର ଘଟିବ ଏପରି ପରିବର୍ତ୍ତନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୮-୦୬-୨୦୨୧ କରୋନା ଭାଇରସ ସାରା ଦେଶରେ ଭୟଙ୍କର ରୂପ ନେଉଥିଲାବେ ଏଥିରେ ବହୁ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ସାଧାରଣତଃ ଜର, କାଶ,ଥଣ୍ଡା ଓ ଗନ୍ଧ-ବାସ୍ନା ଚାଲିଯିବା ଆଦି କରୋନାର ଲକ୍ଷଣ ସଂକ୍ରମଣ ଲକ୍ଷଣ ହୋଇଥିବା ବେଳେ ଏବେ ଏକ ନୂଆ ଲକ୍ଷଣ…

ଉଠାଦୋକାନୀମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କୋଭିଡ୍ ମହାମାରୀ ସଂକ୍ରମଣର ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ୍ ଯଦିଓ ସଂକ୍ରମଣ କୁ ରୋକିବାରେ ବହୁ ମାତ୍ରାରେ ସଫଳ ସାବ୍ୟସ୍ତ ହୋଇଛି କିନ୍ତୁ ଏହା ଯୋଗୁଁ ସହରାଞ୍ଚଳର ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ…

ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୮-୦୬-୨୦୨୧ ବିଷ୍ଣୁପ୍ରିୟା ସ୍ଵାଇଁ ହେଉଛନ୍ତି ସିଲଭର୍ ସିଟି ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ। ସେ ଜଣେ ମାଧବୀ ଛାତ୍ରୀ ମଧ୍ୟ। କିନ୍ତୁ କୋଭିଡ ସମୟରେ ସେ ପାଲଟିଛନ୍ତି ଅନଲାଇନ୍ ଡେଲିଭରି ଗାର୍ଲ, ଆଉ ସମସ୍ତଙ୍କ ପାଇଁ ସାଜିଛନ୍ତି ଏକ ବିରଳ ଉଦାହରଣ।…

କାର ବାଇକ ମୁହାଁମୁହିଁ ଦୁର୍ଘଟଣା,ଦୁଇ ଆହତ!

ଅଷ୍ଟିନ ନ୍ଯୁଜ/ଯାଜପୁର ତା-୦୭-୦୬-୨୦୨୧ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଗୋଡିମାଗୁରା ଗ୍ରାମର ଚାରିଛକରେ ଗାଡି ଦୁର୍ଘଟଣା। ଆଜି ଅପରାହ୍ନ ୨ଟା ୩୦ ସମୟରେ ଲୋଥକା ଆଡୁ ଗୋଡିମାଗୁରା ଅଭିମୁଖେ ଯାଉଥିବା ମହିନ୍ଦ୍ରା କାର OD-O2BQ-7715 ଏକ ବଜାଜ ଡିସ୍କଭର ଗାଡିକୁ ଧକ୍କା…

ଭାରତରେ ଆଉ ଏକ ନୂଆ ଭାରିଆଣ୍ଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୮-୦୬-୨୦୨୧ ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି। ପୁଣେର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି) ଦ୍ବାରା ଜିନୋମ୍ ସିକ୍ରେନ୍ସିଙ୍ଗ୍ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ…

ଫେଲ୍ ମାରିଲା ମୋବାଇଲ୍ ଦୋକାନରୁ ଚୋରି : ୨ ଗିରଫ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୮-୦୬-୨୦୨୧ ଫେଲ୍ ମାରିଲା ମୋବାଇଲ୍ ଦୋକାନରୁ ଚୋରି । ଚୋରି କରୁଥିବା ବେଳେ ଧରା ପଡିଲେ ଦୁଇ ଚୋର । କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଏପରି ଏକ ଘଟଣା ଘଟିଛି କେନ୍ଦୁରଝର ଜିଲ୍ଲା ଆନନ୍ଦପୁର ଦୁର୍ଗା ମାର୍କେଟରେ ।ସୂଚନା…