Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
କ୍ଲାସରେ ଡ୍ରାଗନ୍ର ଆଲୋଚନା କଲେ ମିଳୁଛି ଧମକ; ଜାଣନ୍ତୁ କେଉଁଠି?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୭-୨୦୨୧
ଚୀନର କମ୍ୟୁନିଷ୍ଟ ସରକାର ନିଜ ବିରୋଧରେ ଉଠୁଥିବା ସ୍ୱରକୁ ଯଥାସମ୍ଭବ ଚାପିଦେବାକୁ ଉଦ୍ୟମ କରିବା ସମସ୍ତେ ଜାଣନ୍ତି । କେବଳ ଦେଶରେ ନୁହଁ, ବରଂ ବିଦେଶରେ ମଧ୍ୟ ଚୀନ ବିରୋଧରେ ସିପିସି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା!-->!-->!-->!-->!-->…
ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ବନ୍ଦ ରହିବ ସାଧାରଣ ଦର୍ଶନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୭-୨୦୨୧
ଆଉ ଦୁଇ ଦିନ ପରେ ରଥାରୁଢ ହେବେ ମହାପ୍ରଭୁ । ଏହା ପୂର୍ବରୁ ଆଜି ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଭକ୍ତ ମାନଙ୍କୁ କିନ୍ତୁ ଏବର୍ଷ ବି ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ କୁ ଦର୍ଷନ କରିପାରିବେ ନାହିଁ ସାଧାରଣ!-->!-->!-->!-->!-->…
ଆଜି ରାଜ୍ୟରେ ୨୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୭-୨୦୨୧
ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ମହାମାରୀରେ ଚାଲୁଥିବା ସମସ୍ୟାକୁ ନେଇ ସତେ ଯେମିତି ଲାଗୁଛି କୋରୋନା କେତେବେଳେ କମୁଛି ତ ଆଉ କେତେବେଳେ ପୁଣି ଦୈନିକ ସଂକ୍ରମଣ ବଢି ଭୟ ବଢାଉଛି ।ଆଜି ରାଜ୍ୟରେ ୨୮୦୬ ନୂଆ କରୋନା!-->!-->!-->!-->!-->…
ମୋଦିଙ୍କ ନୂଆ କ୍ଯାବିନେଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଶପଥ ନେଲେ ମୋଦୀ କ୍ୟାବିନେଟ୍ର ୪୩ ମନ୍ତ୍ରୀ, ୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା , ୨୮ ହେଲେ ରାଷ୍ଟ୍ର ମନ୍ତ୍ରୀବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା ନରେନ୍ଦ୍ର ମୋଦୀ । ସରକାରର ଦ୍ଵିତୀୟ ପାଳିରେ ପ୍ରଥମ!-->!-->!-->!-->!-->…
ମହିଳା ବିଜେଡି ସଭାପତିଙ୍କର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।
ଅଷ୍ଟିନ୍ ନ୍ୟୁଜ୍ /ମୟୁରଭଞ୍ଜ
ତା-୦୭-୦୭- ୨୦୨୧
ମୟୂରଭଞ୍ଜ ଜିଲ୍ଲାର ମହିଳା ବିଜେଡି ସଭାପତିଙ୍କର ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲାରେ ମହିଳାମାନଙ୍କୁ ସଂଗଠିତ କରିବା ପାଇଁ ବିଜେଡି ତରଫରୁ ଜିଲ୍ଲାର ସଭାପତି ସବିତା ହାଁସଦା ଓ ଉଦଳାର ପୂର୍ବତନ ବିଧାୟକ ତଥା ବରିଷ୍ଠ!-->!-->!-->!-->!-->…
ଉଦଳା ବନଖଣ୍ଡରେ ରେଞ୍ଜର ଘର ଉଦଘାଟିତ।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୦୭-୦୭-୨୦୨୧
ଉଦଳା ବନବିଭାଗ ଅଫିସ ପରିସରରେ ରେଞ୍ଜରଙ୍କ ଗୃହ ଉଦଘାଟିତ ।ଉଦଳା ବନଖଣ୍ଡ ବିଭାଗ ଅଧିନରେ ବହୁତ ଜଙ୍ଗଲ ଅଛି ତତସହ ବହୁତ ବଡ ଏରିଆ ହୋଇ ଥିବାରୁ କର୍ମଚାରୀମାନଙ୍କ ପାଇଁ ବାସଗୃହର ଅଭାବ ଦେଖିବା ପାଇଁ ମିଳିଛି ।
ବର୍ତ୍ତମାନ!-->!-->!-->!-->!-->!-->!-->…
କରୋନା ନେଲା ୨୪ ଘଣ୍ଟାରେ ୫୯ ଜୀବନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ରେକର୍ଡ ପରେ ରେକର୍ଡମୁହାଁ କରୋନା ତାଣ୍ଡବ, ଆଜି ସର୍ବାଧିକ ୫୯ ଜଣଙ୍କର ମୃତ୍ୟୁ । କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଆଜି ସବୁ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟା ମଧ୍ୟରେ ୫୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ!-->!-->!-->!-->!-->…
ଚବିଶ ଘଣ୍ଟାରେ ୨୬୦୪ ସଂକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ପୁଣି ଖୋର୍ଦ୍ଧାରେ ବଢିଲା ସଂକ୍ରମଣ, ଆଜି ଚିହ୍ନଟ ହେଲେ ୨୬୦୪ ଜଣ କରୋନା ପଜିଟିଭ। ଟ୍ବିନସିଟିରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଗତକାଲି କଟକରେ ସଂକ୍ରମଣ ସର୍ବାଧିକ ଥିଲା ଆଜି ଖୋର୍ଦ୍ଧାରୁ ୫୦୦ ଟପିଛି କରୋନା!-->!-->!-->!-->!-->…
ଜୁଲାଇ ୨୦ରୁ JEE ମେନ ଆରମ୍ଭ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଜୁଲାଇ ୨୦ରୁ ଆରମ୍ଭ JEE ମେନ୍, ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ୍ ୩-୪ ପରୀକ୍ଷା ନେଇ ନିଷ୍ପତି। ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ!-->!-->!-->!-->!-->…
କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ହୋଇପାରେ ନିଷ୍ପତ୍ତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ! ମୋଦିଙ୍କ କ୍ୟାବିନେଟରେ ଏଣ୍ଟ୍ରି ମାରିପାରନ୍ତି ୨୦ ନେତା, ଓଡ଼ିଶାରୁ କାହାକୁ ମିଳିବ ଚାନ୍ସ, ଚାଲିଛି ଚର୍ଚ୍ଚା। ଆଜି ସଂଧ୍ୟାରେ ହୋଇପାରେ!-->!-->!-->!-->!-->…
