Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ଜୋମାଟୋ ଗାର୍ଲଙ୍କୁ ସମ୍ବର୍ଦ୍ଧନା
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୦-୦୬-୨୦୨୧
କଟକ କାଠଗଡ଼ାସାହି ର ବିଷ୍ଣୁପ୍ରିୟା ସ୍ୱାଇଁ ଏବେ କଟକ ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ ଭବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ସେ କଟକ ର ପ୍ରଥମ ଅନ୍ଲାଇନ୍ ଫୁଡ୍ ଡେଲିଭରି ଗାର୍ଲ ହେବା ସହ ଶୈଳବାଳା ମହିଳା!-->!-->!-->!-->!-->…
ରେଭେନ୍ସା ଛାତ୍ରାବାସ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ
କଟକ / ଅଷ୍ଟିନ୍ ନ୍ୟୁଜ
ତା-୧୦-୦୬-୨୦୨୧
କୋଭିଡ଼ ଲକ୍ ଡାଉନ ପରିପେକ୍ଷିରେ ଅନେକ୍ ଅସୁବିଧାର ସମ୍ମୁଖିନ କରୁଥିବା ରେଭେନ୍ସା ଛାତ୍ରାବାସ ର କର୍ମଚାରୀଙ୍କୁ କଲିକତା ଇଣ୍ଡିଆନ୍ ବ୍ଯାଙ୍କ ର ଜଣେ କାର୍ଯ୍ୟରତ କର୍ମଚାରୀ ଓ ପୁରାତନ ଛାତ୍ର ମଳୟ ମହାନ୍ତି ଙ୍କ ସହଯୋଗରେ ପୁରାତନ ଛାତର ସାମାଜ!-->!-->!-->!-->!-->…
ରାଜ୍ୟ କ୍ୟାବିନେଟର ୧୧ଟି ପ୍ରସ୍ତାବ ଉପରେ ମୋହର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୬-୨୦୨୧
ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ!-->!-->!-->!-->!-->…
କରୋନା କଟକଣା ଭିତରେ ପାଳନ ହେଉଛି ‘ସାବିତ୍ରୀ ବ୍ରତ’
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୬-୨୦୨୧
ସାବିତ୍ରୀ ଅମାବାସ୍ୟା ଅବସରରେ ଖାଁ ଖାଁ ରହିଛି ମନ୍ଦିର। ନୂଆ ଶାଢୀ ଆଉ ଶଙ୍ଖା ଧରି ଦେବାଳୟ ଯାଉନାହାନ୍ତି ସାବିତ୍ରୀ । କୋଭିଡ ସଂକ୍ରମଣ ଯୋଗୁଁ ଘରେ ରହି ପୂଜା କରିବା ସହ ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା।ମହାମାରୀ!-->!-->!-->!-->!-->…
ଦୁଇ ଦିନ ହେଲା ବଢୁଛି ସଂକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୬-୨୦୨୧
ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ୬୦୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୪୪୬ଟି ମାମଲା ଆସିଥିବା ବେଳେ ୨ ହଜାର ୬୫୧ଟି ମାମଲା!-->!-->!-->!-->!-->…
ବିର୍ସା ମୁଣ୍ଡାଙ୍କ ୧୨୧ତମ ଶହୀଦ ଦିବସ;ପାଳନରେ ସାମିଲ ଆବଳବୃଦ୍ଧବନିତା
ଅଷ୍ଟିନ ନ୍ଯୁଜ/ମୟୁରଭଞ୍ଜ
ତା-୦୯-୦୬-୨୦୨୧
ଆଜି ହେଉଛି ବିର୍ସାମୁଣ୍ଡାଙ୍କର ୧୨୧ତମ ଶହୀଦ ଦିବସ।ସାରା ରାଜ୍ଯ ପାଳନ କରୁଛି ଶ୍ରଦ୍ଧାଞ୍ଜଳି, ସ୍ମାରକୀ ସ୍ଥଳରେ ବିଜୟ ଗାଥା ମନେ ପକାଇ ଉଦଜିବିତ କରିଛନ୍ତି ନେତା, ରାଜନେତା, ଶାସକ, ପ୍ରଶାସକ, ସମାଜସେବୀ, ସାମ୍ବାଦିକ, ଏବଂ ଯୁବପିଢି!-->!-->!-->!-->!-->…
କାହା ପ୍ରୋତ୍ସାହନରେ ନକଲି ମଦ କାରଖାନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ସାତ ଦିନ ନ ପୂରୁଣୁ ପୁଣି ନକଲି ମଦ ଜବଦ |ଖୁଣ୍ଟା ଥାନା ଅଂଚଳରେ ଅବକାରୀ ବିଭାଗ ଅଫିସ ପାଖରୁ ଏକ ନକଲି ମଦ କାରଖାନା ଠାବ କରାଯାଇ ମଦ ବୋତଲ ସହ ମଦ ତିଆରି ସରଞ୍ଜାମ ଖୁଣ୍ଟା ପୋଲିସ ଦ୍ୱାରା ଜବତ!-->!-->!-->!-->!-->!-->!-->…
କୋଟିପତି ଗୌତମ ଥାପରଙ୍କ ଘରେ ସିବିଆଇ ରେଡ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
କୋଟିପତି ତଥା ଅଭନଥା ଗ୍ରୁପ୍ର ପ୍ରତିଷ୍ଠାତା ଗୌତମ ଥାପର ନାଁରେ ସିବିଆଇ ମାମଲା ରୁଜୁ । ୟେସ ବ୍ୟାଙ୍କକୁ ୪୬୬ କୋଟି ଟଙ୍କାର ହଡ଼ପ ଲଗାଇବା ଘଟଣାରେ ସିବିଆଇ ରେଡ଼ କରିଥିବା ଜଣା ପଡ଼ିଛି । ତଦନ୍ତକାରୀ ସଂସ୍ଥା ଏକା ଥରକେ ୨୦ଟି!-->!-->!-->!-->!-->…
ନବୀନଙ୍କୁ କୃତଜ୍ଞତା ଜଣାଇଲେ କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୯-୦୬-୨୦୨୧
ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୨୬ ଲକ୍ଷ ତାଙ୍କର ଗୋଟିଏ ସ୍ଵତନ୍ତ୍ର କୋଭିଡ଼ ପ୍ୟାକେଜ ଘୋଷଣା କରିଛନ୍ତି। ଓଡିଶା ସରକାରଙ୍କର ଏହି ଯୋଜନା ପାଇଁ, କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଭାପତି!-->!-->!-->!-->!-->…
ରେଳ କଣ୍ଟେନରରୁ ଲିକ୍ ହେଲା ଅକ୍ସିଜେନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
କରୋନା ମହାମାରୀ ସମୟରେ ଅକ୍ସିଜେନ ର ଅଭାବ ଦେଖିବାକୁ ମିଳୁଥିଲାବେଳେ । ଏହି ସମୟରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛିକି ।କଳାହାଣ୍ଡି ରେଳ ଯୋଗେ ପରିବହନ ବେଳେ କଣ୍ଟେନରରୁ ଲିକ୍ ହେଲା ଅମ୍ଲଜାନ। ଏଭଳି ଏକ ଘଟଣା ଣା ଘଟିଛି!-->!-->!-->!-->!-->…
