କଟକ / ଅଷ୍ଟିନ୍ ନ୍ୟୁଜ

ତା-୧୦-୦୬-୨୦୨୧
କୋଭିଡ଼ ଲକ୍ ଡାଉନ ପରିପେକ୍ଷିରେ ଅନେକ୍ ଅସୁବିଧାର ସମ୍ମୁଖିନ କରୁଥିବା ରେଭେନ୍ସା ଛାତ୍ରାବାସ ର କର୍ମଚାରୀଙ୍କୁ କଲିକତା ଇଣ୍ଡିଆନ୍ ବ୍ଯାଙ୍କ ର ଜଣେ କାର୍ଯ୍ୟରତ କର୍ମଚାରୀ ଓ ପୁରାତନ ଛାତ୍ର ମଳୟ ମହାନ୍ତି ଙ୍କ ସହଯୋଗରେ ପୁରାତନ ଛାତର ସାମାଜ ତରଫରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ କମର୍ସ ବିଭାଗର ମୁଖ୍ୟ ପ୍ରଫେସର କିଶୋର କୁମାର ଦାସ, ଛାତ୍ରାବାସ କର୍ମଚାରୀ ସଂଘ ର ନେତା ତଥା ପୂର୍ବତନ ଛାତ୍ର ସଂସଦ ର ସଭାପତି ଶୁଭେନ୍ଦୁ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଅଧକ୍ଷକ ଉଗ୍ରସେନ ବାରିକ ପ୍ରମୁଖ ସହାୟତା ପ୍ରଦାନ କରିଛନ୍ତି।

ରେଭେନ୍ସା ଛାତ୍ରାବାସର ସତାଧିକା କର୍ମଚାରୀଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
