Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଘରୋଇ ସ୍କୁଲ୍ ଫି ‘ ଉପରେ ସରକାରଙ୍କ ନାହିଁ ନିୟନ୍ତ୍ରଣ
ଭୁବନେଶ୍ଵର:
ତା-୦୨-୧୨-୨୦୨୦
ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏହି ସତ୍ୟପାଠରେ ସରକାର ଦର୍ଶାଇଛନ୍ତି, ଘରୋଇ ସ୍କୁଲଗୁଡ଼ିକର ଫି’କୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ରାଜ୍ୟରେ ଏତେ ସରକାରୀ ସ୍କୁଲ!-->!-->!-->!-->!-->…
ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି
ଭୁବନେଶ୍ବର:
ତା-୧-୧୨-୨୦୨୦
ଗୋପାଳପୁର ବିିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯିବା ପରେ ରାଜନୈତିକ ବୟାନ ବାଜି ଜାରି ରହିଛି। ଦଳରୁ ବହିଷ୍କାର କରାଯିବା ପରେ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଜନବିରୋଧୀ କାର୍ଯ୍ୟର!-->!-->!-->!-->!-->…
ପରୀ ମୃତ୍ୟୁ ମାମଲାର ରହସ୍ୟ ଖୋଲିବେ ବୋଥ୍ରା
ଭୁବନେଶ୍ବର:
ତା-୧-୧୨-୨୦୨୦
ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଛି । ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ତଦନ୍ତ ଆଗକୁ ବଢିବ। । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ!-->!-->!-->!-->!-->…
ପୋଲିସ ନାଁରେ ପ୍ରଦୀପ ପାଣିଗ୍ରାହୀଙ୍କ ସଙ୍ଗୀନ ଅଭିଯୋଗ
ଭୁବନେଶ୍ବର:
ତା-୧-୧୨-୨୦୨୦
ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି, ପୁଲିସ ତାଙ୍କ ସମ୍ପର୍କୀୟ ଏବଂ ସମର୍ଥକଙ୍କୁ ଥାର୍ଡ ଡିଗ୍ରୀ ଦେଉଛି। ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ!-->!-->!-->!-->!-->…
ନାକ ଦେଇ ମସ୍ତିଷ୍କକୁ ପ୍ରବେଶ କରୁଛି କରୋନା ଭାଇରସ
ନୂଆଦିଲ୍ଲୀ:
ତା-୧-୧୨-୨୦୨୦
ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି । ଏହି ବିପଜ୍ଜନକ ଜୀବାଣୁକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ କ୍ରମାଗତ ଭାବରେ ଅନୁସନ୍ଧାନ କରୁଛନ୍ତି ଏବଂ ଅଧ୍ୟୟନ କରୁଛନ୍ତି। ଏହି କ୍ରମରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କରୋନା ଜୀବାଣୁ!-->!-->!-->!-->!-->…
ପରୀ ମୃତ୍ୟୁ ମାମଲାରେ ସମ୍ବିତଙ୍କୁ ଟାର୍ଗେଟ କଲା କଂଗ୍ରେସ
ଭୁବନେଶ୍ବର:
ତା-୦୧-୧୨-୨୦୨୦
ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜନୀତି ଜୋର ଧରିଛି।ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ବିଜୁ ଜନତା ଦଳ ଠାରୁ ଟଙ୍କା ଖାଇ ଚୁପ ରହିଥିବା ଅଭିଯୋଗ ଆଣିଥିଲେ। ତେବେ ଏ ନେଇ ଆଜି ବରିିିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ!-->!-->!-->!-->!-->…
ଆସିଲା ଡିସେମ୍ବର ଗାଇଡଲାଇନ : ଜାଣନ୍ତୁ କଣ ଖୋଲିବ ଓ ବନ୍ଦ ରହିବ
ଭୁବନେଶ୍ୱର:
ତା-୩୦-୧୧-୨୦୨୦
ଡିସେମ୍ବର ମାସ ପାାଇଁରାଜ୍ୟ ସରକାର ଜାରି କରିଛନ୍ତି ଗାଇଡଲାଇନ। ଡିସେମ୍ବର ୩୧ ଯାଏ ଏହି ଗାଇଡଲାଇନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ଜାରି କରାଯାଇପାରିବ। ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ। ଟେଷ୍ଟିଂ, ଟ୍ରେସିଂ!-->!-->!-->!-->!-->…
ପରୀ ପ୍ରସଙ୍ଗରେ କଂଗ୍ରେସ ଦି ଭାଗ
ଭୁବନେଶ୍ୱର:
ତା-୩୦-୧୧-୨୦୨୦
ପରୀ ହତ୍ୟା ପ୍ରସଙ୍ଗରେ ନ୍ୟାୟ ଦାବିରେ ପ୍ରଥମେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ!-->!-->!-->!-->!-->…
ପ୍ରଦୀପଙ୍କ ସମର୍ଥନରେ ବାହାରିଲେ ବିଜୟ ମହାପାତ୍ର
ଭୁବନେଶ୍ବର:
ତା-୩୦-୧୧-୨୦୨୦
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ପ୍ରଦୀପଙ୍କ ସମର୍ଥନରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି “ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ!-->!-->!-->!-->!-->!-->!-->…
ସୁର ରାଉତରାୟଙ୍କ ସହ ଏକ୍ସକ୍ଲୁଜିଭ ଇଣ୍ଟରଭିୟ୍ୟୁ
https://youtu.be/LY2XtRidq5E
