Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ପରୀ ହତ୍ୟା ମାମଲା: IIC ସସ୍ପେଣ୍ଡ,SDPO ବଦଳି
ଭୁବନେଶ୍ବର:
ତା-୧୧-୧୨-୨୦୨୦
ନୟାଗଡ଼ର ବହୁ ଚର୍ଚ୍ଚିତ କୋମଳମତି ପରୀ ହତ୍ୟା ମାମଲାରେ ସସପେଣ୍ଡ ହେଲେ ଥାନା IIC ରୀତାରାଣୀ ସାହୁ । ଏହା ବ୍ୟତୀତ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ମାମଲାରେ ଏହି ଦୁଇ ଅଧିକାରୀ ପ୍ରଥମରୁ!-->!-->!-->!-->!-->!-->!-->…
ଧଳ ଭାଇଙ୍କ ଘରୁ ମିଳିଲା ବନ୍ଧୁକ
ଭୁବନେଶ୍ବର:
ତା -୧୧-୧୨-୨୦୨୦
ଡି-ବ୍ରଦର୍ସ ବା ଧଳସାମନ୍ତ ଭାଇ ଭାବେ ଜଣାଶୁଣା କୁଖ୍ୟାତ ଅପରାଧୀଙ୍କ କଟକ ସିଡିଏ ଘର ଉପରେ କମିସନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୮ଟି ବନ୍ଧୁକ ସମେତ ୫୦୦ଟି ଗୁଳି ଜବତ କରିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୩ ଜଣ!-->!-->!-->!-->!-->…
ଆସନ୍ତା ମାସରେ ଖୋଲିବ ସ୍କୁଲ ଓ କଲେଜ
ଭୁବନେଶ୍ଵର:
ତା-୧୦-୧୨-୨୦୨୦
ଲକଡାଉନ ଓ କରୋନା ମହାମାରୀ କାରଣରୁ ଦୀର୍ଘ ଦିନ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ଆସନ୍ତା ମାସରୁ ସ୍କୁଲ ଓ କଲେଜ ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି। ଏ ନେଇ ଡିସେମ୍ବର ମାସରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ସଙ୍କେତ!-->!-->!-->!-->!-->…
ନୂଆବର୍ଷରୁ କଲେଜ ପାଠପଢା ଆରମ୍ଭ !
ଭୁବନେଶ୍ବର:
ତା-୧୦-୧୨-୨୦୨୦
ଆସନ୍ତା ବର୍ଷରୁ ଆରମ୍ଭ ହୋଇପାରେ କଲେଜ ପାଠପଢା। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚାଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ସେ କହିଛନ୍ତି, "ନୂଆ ବର୍ଷରେ ଆଶା କରିବୁ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ। ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। UG ଓ PG!-->!-->!-->!-->!-->!-->!-->…
ଆଜିଠୁ ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ : କେବେ ଶୁଣିବେ ମୋ ସରକାର
ଭୁବନେଶ୍ବର:
ତା-୧୦-୧୨-୨୦୨୦
ଦରକାର ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଲେ ଏବେ ଚାକିରୀରୁ ଛଟେଇ କରିଦେଲେ। ତେବେ ଏ ନେଇ ୧୨ ଦିନ ଅହୋରାତ୍ର ଧାରଣାରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେମାନଙ୍କ ଦାବି ହେଉଛି ସ୍ଥାୟୀ!-->!-->!-->!-->!-->!-->!-->…
କେନ୍ଦ୍ର ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ : ଜାରି ରହିବ ଆନ୍ଦୋଳନ
ନୂଆଦିଲ୍ଲୀ:
ତା-୯-୧୨-୨୦୨୦
କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ୩ଟି ଯାକ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଛନ୍ତି ଚାଷୀ ସଂଗଠନ । ୩ଟି ଯାକ ଆଇନ ରଦ୍ଦ ନହେବା ଯାଏ ଧାରଣା ଜାରି ରହିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛନ୍ତି।!-->!-->!-->!-->!-->…
ଏଣିକି ଗାଁ ଗାଁରେ ମିଳିବ ୱାଇ-ଫାଇ ସୁବିଧା
ନୂଆଦିଲ୍ଲୀ:
ତା-୯-୧୨-୨୦୨୦
ଡିଜିଟାଲ ଇଣ୍ଡିଆକୁ ଆହୁରି ମଜବୁତ କରିବାକୁ ମୋଦୀ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୱାଇ-ଫାଇ 'କ୍ରାନ୍ତି' ପାଇଁ ପିଏମ ବାଣୀ ସ୍କିମ୍ ମାଧ୍ୟମରେ ସର୍ବସାଧାରଣ ୱାଇ-ଫାଇ ନେଟୱାର୍କର ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ ଢାଞ୍ଚାକୁ କେନ୍ଦ୍ର!-->!-->!-->!-->!-->!-->!-->!-->!-->…
ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ ହଜାର ଟଙ୍କା ଫାଇନ
ଭୁବନେଶ୍ବର:
ତା-୯-୧୨-୨୦୨୦
ରାଜ୍ୟରେ କଡାକଡି ହେଲା ଟ୍ରାଫିକ୍ ନିୟମ। ରାଜଧାନୀ ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ହଜାର ଟଙ୍କା ଫାଇନ । ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ଫାଇନ । ହେଲମେଟ ପିନ୍ଧିନଥିବାରୁ 1000 ଟଙ୍କା ଫାଇନ କାଟିଲା ଟ୍ରାଫିକ୍ ପୋଲିସ ।!-->!-->!-->!-->!-->…
ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଉଦଘାଟିତ
ଭୁବନେଶ୍ବର:
ତା-୯-୧୨-୨୦୨୦
ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ!-->!-->!-->!-->!-->…
ରାଉରକେଲାରେ ୧୭୦ କୋଟିର ଆୟକର ଠକେଇ
ରାଉରକେଲା:
ତା-୯-୧୨-୨୦୨୦
ରାଉରକେଲାରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଆଜି ୧୭ ଜଣ ଗିରଫ ହୋଇଛନ୍ତି। ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୧୭୦ କୋଟିର ଆୟକର ଠକେଇ ହୋଇଛି । ସୂଚନା ମୁତାବକ ଜାଲ୍ ସଂସ୍ଥା ଖୋଲି ଗରିବ ଦିନ ମଜୁରିଆଙ୍କ ନାଁରେ ଚାଲିଥିଲା କାରବାର । ଏନେଇ!-->!-->!-->!-->!-->…
