News portal website
before header
[URIS id=5393]

ନୂଆବର୍ଷରୁ କଲେଜ ପାଠପଢା ଆରମ୍ଭ !

0 149

Notice

ଭୁବନେଶ୍ବର:

ତା-୧୦-୧୨-୨୦୨୦

ଆସନ୍ତା ବର୍ଷରୁ ଆରମ୍ଭ ହୋଇପାରେ କଲେଜ ପାଠପଢା। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚାଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ସେ କହିଛନ୍ତି, “ନୂଆ ବର୍ଷରେ ଆଶା କରିବୁ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ। ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। UG ଓ PG ପାଇଁ ସେମିଷ୍ଟର ଘୁଞ୍ଚିବ। 70-80 ଦିନ ପାଠ କ୍ଲାସରେ ପଢେଇ ପରୀକ୍ଷା କରିବୁ। ଯଦି ଅଧିକ ବିଳମ୍ବ ହେବ କଲେଜ ଖୋଲିବାରେ, ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ।” 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.