News portal website
before header

ଲଗାତାର କମୁଛି ସଂକ୍ରମଣ, ସତର୍କ ରହିବା ଜରୁରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ କରୋନା ପଜିଟିଭ୍…

କେନ୍ଦ୍ରର ଟ୍ଵିଟରକୁ ଶେଷ ଚେତାବନୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ କେନ୍ଦ୍ରସରକାର ଙ୍କ ଟ୍ଵିଟର କମ୍ପାନିକୁ ଏବେ ଶେଷ ଚେତାବନୀ । ଦୀର୍ଘ ଦିନ ହେବ ସୋସିଆଲ୍‌ ମିଡିଆର ପ୍ରମୁଖ ଟ୍ଵିଟର କମ୍ପାନି ସହ ଲାଗିରହିଥିବା ବିବାଦ ଉଗ୍ର ରୂପ ନେଇଛି । ସରକାର ଶନିବାର ଟ୍ଵିଟରକୁ ନୋଟିସ ଜାରି କରି ତୁରନ୍ତ…

ଛାତ୍ରଛାତ୍ରୀଙ୍କୁ ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯିବ । ଅନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।ପାଠପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ବହୁ…

ବିଦ୍ୟାଳୟରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।

ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ ତା-୦୫-୦୬-୨୦୨୧ ଉଦଳା-ଜଗବନ୍ଧୁ ପ୍ରଧାନ ମୟୂରଭଞ୍ଜ ଜିଲ୍ଲା ପାଟଶାଣୀପୁର ହାଇସ୍କୁଲରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।ଉଦଳା ବ୍ଲକର ପାଟଶାଣୀପୁର ପଞ୍ଚାୟତ ହାଇସ୍କୁଲରୁ ଗତକାଲି ରାତିରେ ଚୋରି ହୋଇଛି।ସେହି ସ୍କୁଲରେ ରାତ୍ରି ଜଗୁଆଳି ସୁରେନ୍ଦ୍ର…

ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ: ସାଂସଦ ଅପରାଜିତା ଷଢ଼ଙ୍ଗୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ…

ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ…

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଆଉ ୭ହଜାର ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୦ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୧୧ହଜାର ୩୪୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦିଆ ଯାଇଛି । ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ…

ଦଳିଦେଲା ଦନ୍ତା ହାତୀ:ପ୍ରାଣ ହରାଇଲେ ଯୁବକ।

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ ଜଗବନ୍ଧୁ ପ୍ରଧାନ ତା-୦୬-୦୬-୨୦୨୧ ଦଳିଦେଲେ ଗଜରାଜ ହସ୍ତୀ।ଦନ୍ତାହାତୀ ଚକଟି ମାରି ଦେଇଛି ଜଣେ ଯୁବକକୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନସ୍ଥ କଲମଗଡିଆ ପଂଚାୟତର ରୁଗୁଡି ଗ୍ରାମରେ। ଏହି ଗ୍ରାମର ଭରଡାସାହିର ବାରାସା…

ଚିର ନିଦ୍ରାରେ – “ଶଲାବୁଢ଼ା “ର ନାୟକ ଅଟଳବିହାରୀ ପଣ୍ଡା।

ଅଷ୍ଟିନ୍ ନ୍ଯୁଜ/ସମ୍ବଲପୁର ତା-୦୬-୦୬-୨୦୨୧ ଶଲାବୁଢ଼ା ନିଧନ।ଆମେ କହୁଛୁ ଶଲାବୁଢ଼ା ସିନେମାର ମୁଖ୍ଯ ଚରିତ୍ରରେ ଅଭିନୟ କରୁଥିବା ଅଟଳବିହାରୀ ପଣ୍ଡାଙ୍କ କଥା। ଗତକାଲି ବିଳମ୍ବିତ ରାତି ପ୍ରାୟ ତିନିଟା ପଇଁଚାଳିଶ୍ ରେ ତାଙ୍କର ଦେହାନ୍ତ ହୋଇଯାଇଛି। ତେବେ ସେ ବୁର୍ଲା…