News portal website
before header
[URIS id=5393]

ଚିର ନିଦ୍ରାରେ – “ଶଲାବୁଢ଼ା “ର ନାୟକ ଅଟଳବିହାରୀ ପଣ୍ଡା।

0 542

ଅଷ୍ଟିନ୍ ନ୍ଯୁଜ/ସମ୍ବଲପୁର

ତା-୦୬-୦୬-୨୦୨୧

ଶଲାବୁଢ଼ା ନିଧନ।ଆମେ କହୁଛୁ ଶଲାବୁଢ଼ା ସିନେମାର ମୁଖ୍ଯ ଚରିତ୍ରରେ ଅଭିନୟ କରୁଥିବା ଅଟଳବିହାରୀ ପଣ୍ଡାଙ୍କ କଥା। ଗତକାଲି ବିଳମ୍ବିତ ରାତି ପ୍ରାୟ ତିନିଟା ପଇଁଚାଳିଶ୍ ରେ ତାଙ୍କର ଦେହାନ୍ତ ହୋଇଯାଇଛି।

ତେବେ ସେ ବୁର୍ଲା ଭିମସାରରେ ସେପ୍ଟିସେମିଆ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ୯୨ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି।

ସେ ୧୦୦ ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିଥିବା ବେଳେ ଶଲାବୁଢ଼ା ଲାଗି ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ ଥିଲେ। ତାଙ୍କର ପୁତ୍ର ଅନୀଲ କୁମାର ପଣ୍ଡା ପିତାଙ୍କର ବିୟୋଗ ହୋଇଥିବା ନେଇ ସୂଚନା ଦେଇଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.