Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
କ୍ଯାପେଟନଙ୍କ ସହ ବବିଙ୍କ ଶେଷ ହେଲା “ୟସ” ସମୀକ୍ଷା।
ଅଷ୍ଟିନ ନ୍ୟୁଜ୍/ ବାଲେଶ୍ୱର
ତା-୨୬-୦୫-୨୦୨୧
ଓଡିଶାରୁ ଟଳିଲା ବାତ୍ଯା ୟସ।ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ବାଲେଶ୍ୱରରେ ବାତ୍ୟା 'ୟାସ୍'ର ସ୍ଥିତି ଅନୁଧ୍ୟାନ କରିଛନ୍ତି ଦଳର!-->!-->!-->!-->!-->!-->!-->…
ନିଖିଳ ଓଡ଼ିଶା ସମାଜ ସେବା ଅନୁଷ୍ଠାନରେ କରୋନା ଓ ୟାସର ସଫଳ ମୁକାବିଲା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୈଠକ…
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
ନିଖିଳ ଓଡ଼ିଶା ସମାଜ ସେବା ଅନୁଷ୍ଠାନ ମାନଙ୍କର କରୋନା ଓ ୟାସର ସଫଳ ମୁକାବିଲା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ଅଭାସୀ ବୈଠକ ଅନୁଷ୍ଠିତ**"ଆମେ କେତେ ଦେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ,କିନ୍ତୁ ଆମର!-->!-->!-->!-->!-->…
ବାତ୍ୟାର ପବନ କମୁଛି ହେଲେ କମିନି ପ୍ରକୋପ ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
ବାତ୍ୟାର ପବନ କମୁଛି ହେଲେ ପ୍ରକୋପ କମିନି। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ସର୍ବାଧିକ ୧୩୦/୧୪୦ ପବନ ହୋଇଛି ।!-->!-->!-->!-->!-->…
କିଛି ସମୟ ପରେ ବରୀ ବିଦ୍ଯୁତ ଆସିବ।
ଅଷ୍ଟିନ୍ ନ୍ଯୁଜ/ବରୀ
ତା-୨୬-୦୫-୨୦୨୧
ବାତ୍ଯା ୟସକୁ ମାତ ଦେଇ ଚାଲିଛି ବିଦ୍ଯୁତ କାମ, ଫୁଲ ଦମରେ ବରୀ ବିଦ୍ଯୁତ ବିଭାଗ। ସାମାଜିକ ଗଣମାଧ୍ୟମରେ ବରୀ ବିଦ୍ଯୁତ ଉପଖଣ୍ଡ ଟ୍ରୋଲ ହେବା ପରେ କାମ ଆରମ୍ଭ କରିଛି (TPODCL) (ଟିପିଡିଓସିଏଲ) ।
ଏହି ବିଭାଗ ଅଧୀନରେ ଥିବା!-->!-->!-->!-->!-->!-->!-->!-->!-->…
ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ; ଦେଖାଦେବ ରକ୍ତିମ ରଙ୍ଗର ପୂର୍ଣ୍ଣଚନ୍ଦ୍ର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ହେବାକୁ ଯାଉଛି। ଏହା ବ୍ୟତୀତ ଲୋକମାନେ ଆଜି ଲାଲ୍ ରଙ୍ଗରେ ପୂର୍ଣ୍ଣଚନ୍ଦ୍ର ଦେଖିବାକୁ ସୁଯୋଗ ପାଇବେ। ଏହି ଚନ୍ଦ୍ରଗ୍ରହଣ ଓ ପୂର୍ଣ୍ଣଚନ୍ଦ୍ରର ଏକ ନିଆରା ମିଶ୍ରଣ। ସୁପରମୁନ୍ ସମୟରେ ଚନ୍ଦ୍ର!-->!-->!-->!-->!-->…
କରୋନାର ଦ୍ୱିତୀୟ ତରଙ୍ଗରେ : ୫୧୩ ଡାକ୍ତର କରୋନା ଶିକାର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
କରୋନାର ୨ୟ ଲହର ଡାକ୍ତରଙ୍କ ଉପରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ରୋଗୀଙ୍କ ଚିକିତ୍ସା କରୁ କରୁ ୨ୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଜୀବନ ଏବେ ବିପଦରେ ପଡିଯାଇଛି । ଦିନରାତି ପରିଶ୍ରମ କରି ଲୋକଙ୍କୁ ବଞ୍ଚାଇବା ପାଇଁ!-->!-->!-->!-->!-->…
ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମଡି ସୂତ୍ରରୁ ସୂଚନା ମିଳିଛି । ଏହା ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର!-->!-->!-->!-->!-->…
ମହାକାଳପଡାରେ ପ୍ରି ସାଇକ୍ଲୋନିକ ଷ୍ଟର୍ମ, ସ୍ଥିତିକୁ ସଂଗୀନକରୁଛି ସାମୁଦ୍ରିକ ଜୁଆର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୫-୦୫-୨୦୨୧
କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଗୁଚାପ ବାତ୍ୟାର ରୂପ ନେବାର ଘୋଷଣା ପରଠୁ ଉପକୂଳର ମସ୍ଚ୍ୟ ଜୀବି ଓ ତଳିଆ ଲୋକେ ନିଜକୁ ନିଜେ ପ୍ରସ୍ତୁତି ହୋଇଛନ୍ତି l ସେହିପରି କେନ୍ଦ୍ରାପଡା ଜିଲ୍ଲା ଉପକୂଳ ମହାକାଳପଡ଼ା ବ୍ଲକ ପ୍ରଶାସନ ସମ୍ଭାବ୍ୟ!-->!-->!-->!-->!-->…
ମୟୁରଭଞ୍ଜରେ ଅକ୍ସିଜେନ ପ୍ଲାଣ୍ଟ;ବବିଙ୍କ ନିଷ୍ପତ୍ତି!
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ତା-୨୫-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
ଆଜି ସକାଳେ ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ଏକ ପ୍ରେସ ରିଲିଜ ମାଧ୍ୟମରେ ମୟୂରଭଞ୍ଜର ବିଜେପି ନେତା ଓ ବାଲେଶ୍ଵର ଏମ.ପି ଙ୍କର ମୟୂରଭଞ୍ଜ ଆଦିବାସୀ ଜିଲ୍ଲାକୁ ଅଣଦେଖା କରିବା ଅତ୍ୟନ୍ତ ଦୁଃଖଦ!-->!-->!-->!-->!-->!-->!-->!-->!-->…
ସାଇକ୍ଲୋନ ‘ୟସ’ ଅପଡେଟ..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୫-୦୫-୨୦୨୧
ବିକଟାଳ ରୂପ ଧରି ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ୍। ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସକାଳ ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର!-->!-->!-->!-->!-->…
