ଅଷ୍ଟିନ୍ ନ୍ଯୁଜ/ବରୀ

ତା-୨୬-୦୫-୨୦୨୧
ବାତ୍ଯା ୟସକୁ ମାତ ଦେଇ ଚାଲିଛି ବିଦ୍ଯୁତ କାମ, ଫୁଲ ଦମରେ ବରୀ ବିଦ୍ଯୁତ ବିଭାଗ। ସାମାଜିକ ଗଣମାଧ୍ୟମରେ ବରୀ ବିଦ୍ଯୁତ ଉପଖଣ୍ଡ ଟ୍ରୋଲ ହେବା ପରେ କାମ ଆରମ୍ଭ କରିଛି (TPODCL) (ଟିପିଡିଓସିଏଲ) ।
ଏହି ବିଭାଗ ଅଧୀନରେ ଥିବା ବାଲିକୁଦା ଠାରୁ ବରୀ ପର୍ଯ୍ୟନ୍ତ ଦୀର୍ଘ ପନ୍ଦର କିଲୋମିଟର ରାସ୍ତାରେ ପର୍ଯ୍ଯାୟ କ୍ରମେ ଇଲେଭେନ କେ.ଭି, ତା ପରେ ଏଲ ଟି ତାର, ଖୁଣ୍ଟ, ଶଙ୍ଖ ଆଦିର ପରଖାଯାଉଛି। ତେବେ ଯେତେଶୀଘ୍ର ସମ୍ଭବ ସେତେ ଜଲଦି ବିଦ୍ଯୁତ ଦିଆଯିବ ବୋଲି ବିଭାଗୀୟ ସୂଚନା ମିଳୁଛି।

