News portal website
before header
[URIS id=5393]

କ୍ଯାପେଟନଙ୍କ ସହ ବବିଙ୍କ ଶେଷ ହେଲା “ୟସ” ସମୀକ୍ଷା।

0 797

ଅଷ୍ଟିନ ନ୍ୟୁଜ୍/ ବାଲେଶ୍ୱର

Notice

ତା-୨୬-୦୫-୨୦୨୧

ଓଡିଶାରୁ ଟଳିଲା ବାତ୍ଯା ୟସ।ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ବାଲେଶ୍ୱରରେ ବାତ୍ୟା ‘ୟାସ୍’ର ସ୍ଥିତି ଅନୁଧ୍ୟାନ କରିଛନ୍ତି ଦଳର ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ବାତ୍ଯା ୟସ ଓଡିଶା ଦେଇ ପଶ୍ଚିମବଙ୍ଗ ଗସ୍ତରେ। ଯେଉଁଭଳି ଭାବେ ଆଶା କରାଯାଉଥିଲା ସେଭଳି ବିଶେଷ ପ୍ରଭାବ ଓଡିଶାରେ ୟସର ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.